ଉତ୍କଳ ଦିବସ

କୋଲକାତା : ଉତ୍କଳ ଦିବସ ସମାରୋହ କୋଲକାତା ମହାନଗରୀରେ ଅପ୍ରେଲ ୧ ତାରିଖ (ବୁଧବାର) ଅପରାହ୍ନରେ ୯୧ତମ ଉତ୍କଳ ଦିବସ ସମାରୋହ ଆଡ଼ମ୍ବରପୂର୍ଣ୍ଣ ସହିତ ପାଳନ କରାଯାଇଛି । ମୁଖ୍ଯ ଅତିଥି ବିଶିଷ୍ଟ ସାହିତ୍ୟିକ ଶ୍ରୀଯୁକ୍ତ ଦାଶ ବେନହୁର ଓଡ଼ିଆ ଭାଷା-ସାହିତ୍ଯ ଓ କଳା-ସଂସ୍କୃତିକୁ ବିଶ୍ବର ଶ୍ରେଷ୍ଠତମ ବୋଲି ଯୁକି ଓ ପ୍ରମାଣ ସହିତ ଔଜ୍ବସ୍ବିନୀ ଭାଷଣ ପ୍ରଦାନ କରି ହଜାର ହଜାର ଉତ୍କଳୀୟମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ ।

Leave a Reply

Your email address will not be published. Required fields are marked *