ଚଣ୍ଡିଖୋଲ କୋର୍ଟ ବାର୍ ଆସୋସିଏସନ୍ ନିର୍ବାଚନ ସରିଲା ,ଦେବରାଜ୍ ସଭାପତି ,ପ୍ରକାଶ ସଂପାଦକ ନିର୍ବାଚିତ ।

ଵଡଚଣା ୨୮/୩ :, ଆଜି ଚଣ୍ଡିଖୋଲ ବାର୍ ଆସୋସିଏସନ୍ ର କର୍ମକର୍ତ୍ତା ନିର୍ବାଚନ ଶାନ୍ତି ଶୃଙ୍ଖଳା ର ସହିତ ଶେଷ ହୋଇଛି। ମୋଟ୍ ୧୯୨ ଜଣ ଭୋଟର ଙ୍କ ମଧ୍ୟରୁ ୧୮୦ଜଣ ସେମାନଙ୍କ ମତଦାନ ସାବ୍ୟସ୍ତ କରିଥିଲେ। ଏଥିରେ ସଭାପତି ଦେବରାଜ ବେହେରା , ଉପସଭାପତି ଜ୍ଞାନେଶ୍ ମହାନ୍ତି, ସଂପାଦକ ପ୍ରକାଶ ଚନ୍ଦ୍ର ଦାସ, ଯୁଗ୍ମ ସଂପାଦକ , ସୁଢ଼ଳ କବି,କୋଷାଧ୍ୟକ୍ଷ, ବେବିନା ଓଝା, ସାଂସ୍କୃତିକ ସଂପାଦକ ଦୀନବନ୍ଧୁ ନାୟକ ପାଠାଗାର ସଂପାଦକ ଇନ୍ଦିରା ପ୍ରିୟର୍ଶିନୀ ଜେନା ପ୍ରମୁଖ ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ରେଣୁବାଳା ମହାନ୍ତି, ସହ ନିର୍ବାଚନ ଅଧିକାରୀ ସମ୍ବିତ ମହାପାତ୍ର ଓ ଶଶାଙ୍କ ଶେଖର ଶତପଥୀ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *