ନୟାଗଡ ଷ୍ଟାଡିଅମ ଠାରେ ଆରମ୍ଭ ହେଲା ନୟାଗଡ ଜ଼ିଲ୍ଲା ମହୋତ୍ସବ ଓ କୃଷି ଯନ୍ତ୍ରପାତି ମେଳା

ନୟାଗଡ : ନୟାଗଡ ଷ୍ଟାଡିଅମ ଠାରେ ନୟାଗଡ ଜ଼ିଲ୍ଲା ମହୋତ୍ସବ ଵା ପଲ୍ଲିଶ୍ରୀ ମେଳା ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ ଉତ୍ସବ ରେ ରାଜସ୍ବ ମନ୍ତ୍ରୀ, ବିଧାନସଭା ର ବାଚସ୍ପତି, ପୁରୀ ସାଂସଦ, କନ୍ଧମାଳ ସାଂସଦ, ନୟାଗଡ ବିଧାୟକ, ଖଣ୍ଡପଡା ବିଧାୟକ, ଦଶପଲ୍ଲା ବିଧାୟକ, ଜ଼ିଲ୍ଲା ପରିଷଦ ଅଧ୍ୟକ୍ଷ, ନୟାଗଡ ଜ଼ିଲ୍ଲାପାଳ ଓ ନୟାଗଡ sp ଉପସ୍ଥିତ ଥିଲେ। ଏହା ୫ ଦିନ ବ୍ୟାପି ଅନୁଷ୍ଠିତ ହେବ। ରାଜ୍ୟ ଓ ରାଜ୍ୟ ବାହାରୁ କଳାକାର ସିନେ କଳାକାର ଆସି ଯୋଗ ଦେବେ। ORMS ଦ୍ୱାରା ବିଭିନ୍ନ ପ୍ରକାର ଷ୍ଟଲ, ଖାଦ୍ୟ ଷ୍ଟଲ, ବୁକ ଷ୍ଟୋର, କୃଷି ଯନ୍ତ୍ରପାତି ମେଳା ଅନୁଷ୍ଠିତ ହେବ। ଦୋଳି ଓ ମିନବଜାର ର ମଜା ନେଇପାରିବେ। ଭିଡ଼ କୁ ଦୃଷ୍ଟି ରେ ରଖି ନୟାଗଡ ଜ଼ିଲ୍ଲା ପୋଲିସ ଆଇନି ଶୃଙ୍ଖଳା ଉପରେ ନଜର ରଖୁଛି।
ନୟାଗଡ ରେ ଷ୍ଟାଡିଅମ ଠାରେ କୃଷି ଯନ୍ତ୍ରପାତି ମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ କୃଷି ଯନ୍ତ୍ରପାତି ପଦର୍ଶିତ ହେବ। କୃଷି ଓ କୃଷକ ର ଉର୍ନତି ପାଇଁ ସରକାର ବିଭିନ୍ନ ଯୋଜନା କରିଛନ୍ତି। କମ ସମୟରେ ଅଧିକ କାମ କରାଯିବ ତାହାରି ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। କୃଷକ ମାନଙ୍କୁ ଡାକି କୃଷି ଯନ୍ତ୍ରପାତି ବ୍ୟବହାର ଉପରେ ବୁଝାଯାଉଛି। କୃଷି ବିଭାଗ କୃଷକ ମାନଙ୍କୁ ସ୍ୱାଭାଲମ୍ବୀ କରିବା ପାଇଁ ଚେଷ୍ଟା ଚଳାଇଛି। ଏଭଳି ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ନୟାଗଡ କୃଷି ବିଭାଗ ର ଅଧିକାରୀ।
ନୟାଗଡ ରୁ ବିଶ୍ୱନାଥ ଘଡେଇ ଙ୍କ ରିପୋର୍ଟ

ନୟାଗଡ ଷ୍ଟାଡିଅମ ଠାରେ ନୟାଗଡ ଜ଼ିଲ୍ଲା ମହୋତ୍ସବ ଵା ପଲ୍ଲିଶ୍ରୀ ମେଳା ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ ଉତ୍ସବ ରେ ରାଜସ୍ବ ମନ୍ତ୍ରୀ, ବିଧାନସଭା ର ବାଚସ୍ପତି, ପୁରୀ ସାଂସଦ, କନ୍ଧମାଳ ସାଂସଦ, ନୟାଗଡ ବିଧାୟକ, ଖଣ୍ଡପଡା ବିଧାୟକ, ଦଶପଲ୍ଲା ବିଧାୟକ, ଜ଼ିଲ୍ଲା ପରିଷଦ ଅଧ୍ୟକ୍ଷ, ନୟାଗଡ ଜ଼ିଲ୍ଲାପାଳ ଓ ନୟାଗଡ sp ଉପସ୍ଥିତ ଥିଲେ। ଏହା ୫ ଦିନ ବ୍ୟାପି ଅନୁଷ୍ଠିତ ହେବ। ରାଜ୍ୟ ଓ ରାଜ୍ୟ ବାହାରୁ କଳାକାର ସିନେ କଳାକାର ଆସି ଯୋଗ ଦେବେ। ORMS ଦ୍ୱାରା ବିଭିନ୍ନ ପ୍ରକାର ଷ୍ଟଲ, ଖାଦ୍ୟ ଷ୍ଟଲ, ବୁକ ଷ୍ଟୋର, କୃଷି ଯନ୍ତ୍ରପାତି ମେଳା ଅନୁଷ୍ଠିତ ହେବ। ଦୋଳି ଓ ମିନବଜାର ର ମଜା ନେଇପାରିବେ। ଭିଡ଼ କୁ ଦୃଷ୍ଟି ରେ ରଖି ନୟାଗଡ ଜ଼ିଲ୍ଲା ପୋଲିସ ଆଇନି ଶୃଙ୍ଖଳା ଉପରେ ନଜର ରଖୁଛି।
ନୟାଗଡ ରେ ଷ୍ଟାଡିଅମ ଠାରେ କୃଷି ଯନ୍ତ୍ରପାତି ମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ କୃଷି ଯନ୍ତ୍ରପାତି ପଦର୍ଶିତ ହେବ। କୃଷି ଓ କୃଷକ ର ଉର୍ନତି ପାଇଁ ସରକାର ବିଭିନ୍ନ ଯୋଜନା କରିଛନ୍ତି। କମ ସମୟରେ ଅଧିକ କାମ କରାଯିବ ତାହାରି ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। କୃଷକ ମାନଙ୍କୁ ଡାକି କୃଷି ଯନ୍ତ୍ରପାତି ବ୍ୟବହାର ଉପରେ ବୁଝାଯାଉଛି। କୃଷି ବିଭାଗ କୃଷକ ମାନଙ୍କୁ ସ୍ୱାଭାଲମ୍ବୀ କରିବା ପାଇଁ ଚେଷ୍ଟା ଚଳାଇଛି। ଏଭଳି ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ନୟାଗଡ କୃଷି ବିଭାଗ ର ଅଧିକାରୀ।
ନୟାଗଡ ରୁ ବିଶ୍ୱନାଥ ଘଡେଇ ଙ୍କ ରିପୋର୍ଟ

ଷ୍ଟାଡିଅମ ଠାରେ ନୟାଗଡ ଜ଼ିଲ୍ଲା ମହୋତ୍ସବ ଵା ପଲ୍ଲିଶ୍ରୀ ମେଳା ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ ଉତ୍ସବ ରେ ରାଜସ୍ବ ମନ୍ତ୍ରୀ, ବିଧାନସଭା ର ବାଚସ୍ପତି, ପୁରୀ ସାଂସଦ, କନ୍ଧମାଳ ସାଂସଦ, ନୟାଗଡ ବିଧାୟକ, ଖଣ୍ଡପଡା ବିଧାୟକ, ଦଶପଲ୍ଲା ବିଧାୟକ, ଜ଼ିଲ୍ଲା ପରିଷଦ ଅଧ୍ୟକ୍ଷ, ନୟାଗଡ ଜ଼ିଲ୍ଲାପାଳ ଓ ନୟାଗଡ sp ଉପସ୍ଥିତ ଥିଲେ। ଏହା ୫ ଦିନ ବ୍ୟାପି ଅନୁଷ୍ଠିତ ହେବ। ରାଜ୍ୟ ଓ ରାଜ୍ୟ ବାହାରୁ କଳାକାର ସିନେ କଳାକାର ଆସି ଯୋଗ ଦେବେ। ORMS ଦ୍ୱାରା ବିଭିନ୍ନ ପ୍ରକାର ଷ୍ଟଲ, ଖାଦ୍ୟ ଷ୍ଟଲ, ବୁକ ଷ୍ଟୋର, କୃଷି ଯନ୍ତ୍ରପାତି ମେଳା ଅନୁଷ୍ଠିତ ହେବ। ଦୋଳି ଓ ମିନବଜାର ର ମଜା ନେଇପାରିବେ। ଭିଡ଼ କୁ ଦୃଷ୍ଟି ରେ ରଖି ନୟାଗଡ ଜ଼ିଲ୍ଲା ପୋଲିସ ଆଇନି ଶୃଙ୍ଖଳା ଉପରେ ନଜର ରଖୁଛି।
ନୟାଗଡ ରେ ଷ୍ଟାଡିଅମ ଠାରେ କୃଷି ଯନ୍ତ୍ରପାତି ମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ କୃଷି ଯନ୍ତ୍ରପାତି ପଦର୍ଶିତ ହେବ। କୃଷି ଓ କୃଷକ ର ଉର୍ନତି ପାଇଁ ସରକାର ବିଭିନ୍ନ ଯୋଜନା କରିଛନ୍ତି। କମ ସମୟରେ ଅଧିକ କାମ କରାଯିବ ତାହାରି ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। କୃଷକ ମାନଙ୍କୁ ଡାକି କୃଷି ଯନ୍ତ୍ରପାତି ବ୍ୟବହାର ଉପରେ ବୁଝାଯାଉଛି। କୃଷି ବିଭାଗ କୃଷକ ମାନଙ୍କୁ ସ୍ୱାଭାଲମ୍ବୀ କରିବା ପାଇଁ ଚେଷ୍ଟା ଚଳାଇଛି। ଏଭଳି ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ନୟାଗଡ କୃଷି ବିଭାଗ ର ଅଧିକାରୀ।
ନୟାଗଡ ରୁ ବିଶ୍ୱନାଥ ଘଡେଇ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *