ଜ଼ିଲ୍ଲା ମହୋତ୍ସବ ପାଇଁ ନୟାଗଡ ଜ଼ିଲ୍ଲାପାଳ ଙ୍କ ସାମ୍ବାଦିକ ସମ୍ମିଳନୀ

ନୟାଗଡ : ନୟାଗଡ ଷ୍ଟାଡିଅମ ଠାରେ ଚଳିତ ମାସ 24 ତାରିଖ ରୁ 28 ତାରିଖ ପର୍ଯ୍ୟନ୍ତ ନୟାଗଡ ଜ଼ିଲ୍ଲା ମହୋତ୍ସବ ଅନୁଷ୍ଠିତ ହେବ। ମହୋତ୍ସବ ପାଇଁ ଜ଼ିଲ୍ଲା ପ୍ରଶାସନ ପ୍ରସ୍ତୁତି ଶେଷ ପ୍ରଯ୍ୟାୟ ରେ। ରାଜ୍ୟ ଓ ରାଜ୍ୟ ବାହାରୁ ବ୍ୟବସାୟୀ ମାନେ ଏଠାରେ ବ୍ୟବସାୟ କରିବେ। ୫ ଦିନ ବ୍ୟାପି ଏଠାରେ ରାଜ୍ୟ ଓ ରାଜ୍ୟ ବାହାରୁ କଳାକାର ମାନେ ଆସି କଳା ପଦର୍ଶନ କରିବେ। ଟ୍ରାଫିକ ବ୍ୟବସ୍ଥା ପାଇଁ ଜ଼ିଲ୍ଲା ପୋଲିସ ସମ୍ପୂର୍ଣ୍ଣ ବ୍ୟବସ୍ଥା କରିଛି। ଖାଦ୍ୟ, ଦୋଳି, ପୁସ୍ତକ ମେଳା, କୃଷି ଯନ୍ତ୍ରପାତି ମେଳା ର ଅନୁଷ୍ଠିତ ହେବ। ସନ୍ଧ୍ୟା ରେ ରାଜନୈତିକ ଦଳ ର ନେତା ମନ୍ତ୍ରୀ ଙ୍କ ସଭା ଅନୁଷ୍ଠିତ ହେବ। ଏନେଇ ନୟାଗଡ ଜ଼ିଲ୍ଲାପାଳ ଙ୍କ ସଦଭାବନା ଗୃହରେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି।
ନୟାଗଡ ରୁ ବିଶ୍ୱନାଥ ଘଡେଇ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *