ସଡକ_ଦୁର୍ଘଟଣା

ପୁରୀ ବଡଦାଣ୍ଡରେ ମର୍ମନ୍ତୁଦ ସଡକ ଦୁର୍ଘଟଣା।

-ସ୍କୁଟି ସହ ବୋଲେରୋ ଧକ୍କା।

-ଦୁଇଜଣ ଛୋଟପିଲା ଗୁରୁତର ଆହତ।

-ଘଟଣାସ୍ଥଳରେ ଉତ୍ତେଜନା,କୁମ୍ଭାରପଡା ଥାନା ପୋଲିସର ତଦନ୍ତ ଆରମ୍ଭ।

-ସ୍କୁଟି ଚାଳକ ଙ୍କ ସହ ସାଇକେଲ ଆରୋହୀ ଆହତ ।

Leave a Reply

Your email address will not be published. Required fields are marked *