“ଉଦଳା ବି ଜେ ଡି ଦଳ ପକ୍ଷ ରୁ ନବୀନ ପଟ୍ଟନାୟ ଙ୍କ ୭୯ ତମ‌  ଜନ୍ମ ଦିନ ରେ ୭୯ ଦୀପ ପ୍ରଦାନ କରାଯାଇଛି”

ବାରିପଦା-ଉଦଳା ୧୬/୧୦/୨୦୨୫ (କବ୍ଯୁ ) ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ବି ଜେ ଡି ଦଳ ପକ୍ଷ ରୁ ନବୀନ ପଟ୍ଟନାୟ ଙ୍କ ୯୭ ତମ‌  ଜନ୍ମ ଦିନ ପାଳିତ ହୋଇଯାଇଛି । ଆଜି  ହନୁମାନ ମନ୍ଦିର ରେ ଅଖଣ୍ଡ ଦୀପ ଜଳା ଯାଇ ନଵୀନ‌ ଵାଵୁ ଙ୍କ‌ ଶୁଭ ମନାସି  ୭୯ ଗୋଟି ଦୀପ ହନୁମାନ ଙ୍କ ନିକଟ ରେ ସମୁହ ନେତୃମଣ୍ଡଳୀ ପ୍ରଦାନ କରିଥିଲେ ।ବ୍ଲକ ସଭାପତି ଗୋବିନ୍ଦ ନାୟକ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୂର୍ବତନ‌ ବିଧାୟକ ଶ୍ରୀନାଥ ସୋରେନ ,ବରିଷ୍ଠ ନେତା ମୋଜନ କୁମାର ମହାନ୍ତି ,ଏନ୍ ଏ ସି ମହିଳା ସଭାପତି‌ ବିଜୟା ବାରିକ,ବ୍ଲକ ସଭାପତି ବିଷ୍ଣୁ ପ୍ରୀୟା ପଣ୍ଡା,ଅମୀୟ ବଳ, କାଉନସିଲର ‌ମମ୍ମତା ଟୁଡୁ,ଜମୁନା ମାର୍ଣ୍ଣୀ,ଉରୁମିଳ୍ଳ ନାୟକ,ସନାତନ ନାୟକ,ସୀମାନ୍ତ ତ୍ରୀପାଠୀ,କୃଷ୍ଣ ଚୈତନ୍ୟ ସଦୁଆଳ,ଶଶଧର ସ୍ବାଇଁ,ଅରୁଣ ନାୟକ,ରାମଚନ୍ଦ୍ର ବେହେରା, ଆଶିଷ ଦାସ,ସୁନୀଲ ପ୍ରଧାନ ,ବୀଣାକର ମହାପାତ୍ର ,ପ୍ରତିମା ସାହୁ,ମହେନ୍ଦ୍ର ସାହୁ,ଗୋମତୀ ବିନ୍ଧାଣି,ଭବାନୀ ମହାନ୍ତ ପ୍ରମୁଖ ସାମିଲ ଥିଲେ । ଏହି କାର୍ଯ୍ୟକ୍ରମ ସମାପ୍ତ ପରେ ସମସ୍ତଙ୍କୁ ମିଷ୍ଟାନ୍ନ ପ୍ରଦାନ କରାଯାଇଛି।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *