ରକ୍ତ ମାଂସ ହାଡ଼ ଶିରା-ପ୍ରଶିରାରେଗଠିତ ଜନ ଶରୀର,ଦୁଇ ଶହ ଛଅ ଖଣ୍ଡ ହାଡ଼କୁ ଯେ’ଘୋଡ଼ାଇଛି ମାଂସ ଚର୍ମ । ପ୍ରାୟ ତିନି…
Day: October 13, 2025
🌹 ଅନ୍ତର୍ଜାତୀୟ ଶିଶୁ-କନ୍ୟା ଦିବସ 🌹
International Day of Girl-Childð♀️ ð¤·ð»♀️ 11th : October ð§♀️ ð¦¹♀️ ପୁତ୍ର ହେଉ ଅବା କନ୍ୟା ହେଉ ବନ୍ଧୁଏକ…
ଓଡିଶା ରକ୍ତଦାତା ମହାସଂଘର କୋରାପୁଟ ଚାପଟର ଗଠିତ
କୋରାପୁଟ : ଓଡିଶା ରକ୍ତଦାତା ମହାସଂଘର ଅବିଭକ୍ତ କୋରାପୁଟ ଜିଲ୍ଲା ଚାପ୍ଟର ଗଠନ କରାଯାଇଛି | ଆଜି ସେମିଲିଗୁଡା ସ୍ଥିତ ମଲ୍ଟି…
“ମୟୂରଭଞ୍ଜ (୧) ଜିଲ୍ଲା ସ୍ତରୀୟ “ହୋ” ଭାଷା କ୍ରିୟାନୁଷ୍ଠାନ କମିଟି ଗଠନ”
ବାରିପଦା-ଉଦଳା(କ:ବ୍ଯୁ) ୧୨/୧୦/୨୫- ଅଖିଳ ଭାରତୀୟ ହୋ ଭାଷା କ୍ରିୟାନୁଷ୍ଠାନ କମିଟିର ନିର୍ଦ୍ଦେଶ କ୍ରମେ ଅଦ୍ୟ ତା ୧୨/୧୦/୨୦୨୫ ରିଖ ରବିବାର ଦିନ…
“ଜିଲ୍ଲା ସ୍ତରୀୟ ପଲ୍ସ ପୋଲିଓ ଦିବସ-୨୦୨୫ ପାଳିତ”
ବାରିପଦା(କ:ବ୍ଯୁ) ତା. ୧୨-୧୦-୨୦୨୫ ରିଖ.ଆଜି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଦେବେନ୍ଦ୍ରପୁର ସ୍ଥିତ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜିଲ୍ଲା ସ୍ତରୀୟ…
ଅନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପାଳନ ଅବସରରେ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ
ବାରିପଦା(କ:ବ୍ଯୁ) ତା ୧୨-୧୦-୨୦୨୫ ରିଖ ମୟୂରଭଞ୍ଜ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ତରଫରୁ ଅନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପାଳନ ଅବସରରେ…
ପ୍ରଧାନମନ୍ତ୍ରୀ ଧନ ଧାନ୍ୟ କୃଷି ଯୋଜନା ଏବଂ ଡାଲି ଜାତୀୟ ଫସଲରେ ଆତ୍ମ ନିର୍ଭରତା ମିଶନ ଯୋଜନାର ଶୁଭାରମ୍ଭ
ବାରିପଦା(କ:ବ୍ଯୁ)ତା୧୧\୧୦\୨୫ଆଜି ଜାତୀୟ କୃଷି ବିଜ୍ଞାନ ପରିସର, ନୂଆଦିଲ୍ଲୀ ଠାରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ କରକମଳରେ ଦେଶରେ ଦୁଇଟି ନୂତନ…
ବ୍ଲକ ସ୍ତରୀୟ କୁଲତା ସମାଜର ବଡ଼ ସମାବେଶ l
ପଦ୍ମପୁର : ମନୁଷ୍ୟର ଏକତା ରହିବା ଏକ ଜରୁରୀ ଅଟେ l ଆଜି ବରଗଡ ଜିଲ୍ଲା ଗାଇସିଲଟ ବ୍ଲକର ସରଧାପାଲି (ନୁଆଁପାଲି…
ପାରାଦ୍ଵୀପ ର ଜଣେ ଦକ୍ଷ ଶ୍ରମିକ୍ ନେତା ଙ୍କୁ ବିଜୁ ଜନତା ଦଳ ତରଫରୁ ରାଜ୍ୟ ସମ୍ପାଦକ ନିଯୁକ୍ତି l
ପାରାଦୀପ : ପାରାଦୀପ ବହୁ ଚର୍ଚ୍ଚିତ ଶ୍ରମିକ ନେତା ସନ୍ତୋଷ କୁମାର ପଟନାୟକ ଙ୍କୁ ବିଜୁ ଜନତା ଦଳର ପୂର୍ବତନ ମୁଖ୍ୟ…
କଳିଙ୍ଗ ମହିଳା ଶକ୍ତି ତରଫରୁ ମଦ ବିରୋଧି ଆନ୍ଦୋଳନ , ମୁଖ୍ୟ ରାସ୍ତା ଏକ ଘଣ୍ଟା ଅବରୋଧ l
ପାରାଦ୍ଵୀପ : ପାରାଦ୍ଵୀପ ର ଏକ ଅଗ୍ରଣୀ ଅନୁଷ୍ଠାନ କଳିଙ୍ଗ ମହିଳା ଶକ୍ତି ତରଫରୁ ମଦ ବିରୋଧି ଆନ୍ଦୋଳନ ରେ ଶହ…