ପୋଲିସ ଆଇନ ୩୦ ଧାରା ୯୦ ଦିନ ପର୍ଯ୍ୟନ୍ତ ବଳବତ୍ତର।

ପୁରୀ : ୧୨/୯ ପୋଲିସ ଆଇନର ୩୦ ଧାରା ପୁରୀ ଜିଲ୍ଲାରେ ଲାଗୁ କରାଯାଇଛି।ଏହା ଅଗଷ୍ଟ ୨୫ ତାରିଖ ଠାରୁ ନଭେମ୍ବର…

ଶ୍ରୀମନ୍ଦିର ପୋଲିସ କର୍ମଚାରୀମାନଙ୍କ ଦେହରେ ଲାଗିବ କ୍ୟାମେରା, ସନ୍ଦିଗ୍ଧ ବ୍ୟକ୍ତିଙ୍କ ଉପରେ ରଖିବ ନଜର

ପୁରୀ, (ବଳରାମ ତ୍ରିପାଠି ରିପୋର୍ଟ) :ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ଚାରି ଦ୍ୱାରରେ ନିୟୋଜିତ ପୋଲିସ କର୍ମଚାରୀମାନଙ୍କୁ ବଡି କ୍ୟାମେରା ସହିତ ସଜ୍ଜିତ…

ପୁରୀରେ ପରିବା ବ୍ୟବସାୟୀଙ୍କୁ ଛୁରାମାଡ

ପୁରୀ : ପୁରୀ ରେ ପୁଣିଥରେ ଅପରାଧୀ ମାନେ କାୟାବିସ୍ତାର କରିବା ଆରମ୍ଭ କଲେଣି। ପୁରୀ ଏସିପି ଙ୍କ ଆହ୍ୱାନ କ୍ରମେ…

ପୁରୀରେ କାର୍ତ୍ତିକ ମାସ ପାଇଁ ପ୍ରସ୍ତୁତି ଆରମ୍ଭ, ହବିଷ୍ୟାଳୀଙ୍କ ପାଇଁ ଚଳିତବର୍ଷ ମଧ୍ୟ ଅନଲାଇନରେ ପଞ୍ଜୀକରଣ କରାଯିବ

ପୁରୀ: ବଳରାମ ତ୍ରିପାଠି ରିପୋର୍ଟ ପୁରୀ:ପୁରୀରେ କାର୍ତ୍ତିକ ମାସ ପାଇଁ ପ୍ରସ୍ତୁତି ଆରମ୍ଭ । ଆଜି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ…

ରାୟପୁର ବିଶାଖାପାଟଣା ଭାରତ ମାଳା ପ୍ରକଳ୍ପ ଅଗ୍ରଗତି ସମୀକ୍ଷା କଲେ ରାଜ୍ୟପାଳ

କୋରାପୁଟ : ୧୦/୯/: ରାଜ୍ୟପାଳ ଡ, ହରିବାବୁ କମ୍ଭମପାଟି କୋରାପୁଟ ଜିଲ୍ଲା ଗସ୍ତରେ ଆସିଥିବା ବେଳେ ଭାରତ ମାଳା ଯୋଜନାରେ ନିର୍ମାଣାଧୀନ…

ଏନ ଏ ସି ଘୋଷଣା ଦାବି ରେ ଶେରଗଡ଼ ବନ୍ଦ।

ଗଞ୍ଜାମ : ତା୬ସେପ୍ଟମ୍ଵର ()_ ଶେରଗଡ଼ ପଞ୍ଚାୟତ କୁ‌ଏନ‌ଏସି‌ଘୋଷଣା‌କଲିଵା ଦାବିରେ ଆଜି‌୧୨ଘଣ୍ଟିଆ ଶେରଗଡ଼ ବନ୍ଦ‌ପାଳନ କରାଯାଇଛି। ବିଜେଡି ସରକାର ଅମଳରେ ଶେରଗଡ଼…

ଜନସେବୀ ଡାକ୍ତର ଧର୍ମାନନ୍ଦ‌ମହା୍ନ୍ତି‌ଙ୍କ୫୦ ତମ ଶ୍ରାଦ୍ଧ ଉତ୍ସବ।

ଵ୍ରହ୍ମପୁର : ‌‌ତା୬ସେପ୍ଟମ୍ଵର_ ପିତଳ ଧର୍ମାନନ୍ଦ‌ମହିଳା ସମିତି ‌ପକ୍ଷରୁ ଜନସେବୀଡାକ୍ତର ଧର୍ମାନନ୍ଦ ମହାନ୍ତିଙ୍କ ୫୦ତମ ଶ୍ରାଦ୍ଧ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଭାତରେ‌ସମିତି…

ବ୍ରହ୍ମପୁର ସହରରେଜବର ଦଖଲ ଉଚ୍ଛେଦ।

ଗଞ୍ଜାମ ତା 8ସେପ୍ଟମ୍ଵର : _ସକାଳୁସକାଳୁ ଵ୍ରହ୍ମପୁର ସହରରେ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଅବିନାଶ କୁମାର ସହ ବେରହମ୍ପୁର ମୁନିସିପାଲିଟି କର୍ପୋରେସନ, କମିସିନେର,…

ମନ ମାନି ରେ ଶ୍ରମିକ ଛଟେଇ କରୁଛି ପିଆଇ ସିଟି, ଧର୍ମଘଟ ରେ ଶ୍ରମିକ l

ପାରାଦୀପ : ପାରାଦୀପ ବନ୍ଦର ମଧ୍ୟରେ ଗେଟେ ନମ୍ବର୍ ୫ ରେ କାର୍ଯ୍ୟ କରୁଥିବା ପିଆଇ ସିଟି କମ୍ପାନୀ ରେ ବହୁ…

ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ

ପାରାଦ୍ଵୀପ :ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ ଅଧୀନରେ ନିକ୍ଷୟ ମିତ୍ର ଭାବେ ଇଫକୋ ପାରାଦୀପ ନିକ୍ଷୟ ମିତ୍ରଦିବସ ପାଳନର 3…