ଗଞ୍ଜାମ : ତା୬ସେପ୍ଟମ୍ଵର ()_ ଶେରଗଡ଼ ପଞ୍ଚାୟତ କୁଏନଏସିଘୋଷଣାକଲିଵା ଦାବିରେ ଆଜି୧୨ଘଣ୍ଟିଆ ଶେରଗଡ଼ ବନ୍ଦପାଳନ କରାଯାଇଛି। ବିଜେଡି ସରକାର ଅମଳରେ ଶେରଗଡ଼ କୁ ଏନଏ ସି ଘୋଷଣା କରାଯାଇଥିଲା। କିନ୍ତୁ ଵିଜେପିସରକାର ଏହାକୁ ବାତିଲ କରିଥିବା ରୁ ଶରଗଡଅଞ୍ଚଳଵାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି, ଏହାର ପ୍ରତିବାଦ କରି ଆଜି ବନ୍ଦ ପାଳନ ଦଳମତନିର୍ବିଶେଷରେକରାଯାଇଛି। /ଵ୍ରହ୍ମପୁର ରିପୋର୍ଟର ସଚ୍ଚୀଦାନନ୍ଦ ନାୟକ