ଗଞ୍ଜାମ ତା 8ସେପ୍ଟମ୍ଵର : _ସକାଳୁସକାଳୁ ଵ୍ରହ୍ମପୁର ସହରରେ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଅବିନାଶ କୁମାର ସହ ବେରହମ୍ପୁର ମୁନିସିପାଲିଟି କର୍ପୋରେସନ, କମିସିନେର, ପ୍ରଥ ମେସ ଅରବିନ୍ଦ ରାଜେଶ ସିରକେର୍ସଙ୍କ କ ନେତୃତ୍ବରେ ଜବରଦଖଲ ଉଛେଦ ଆରମ୍ଭ ହୋଇ ଛି। ରାସ୍ତା କଡ଼ରେ ଥିବା ଟାଟାଵେଞ୍ଜେଠାରୁ କମାପଲ୍ଲୀଯାଏ ଶତାଧିକ ଦୋକାନ ଉଛେଦ କରାଯାଇଛି। ଶାନ୍ତି ଶୃଙ୍ଖଳା ସହଏହିକାର୍ଯ୍ଯ ହେଉଥିବା ବେଳେ ଉଛେଦ ହୋଇଥିବା ଦୋକାନୀମାନେ ସେମାନଙ୍କ କାର୍ଯ୍ୟ ଧନ୍ଦା ହରାଇ ତୀବ୍ର ଅସନ୍ତୋଷ ପ୍ରକାଶ କରୁଛନ୍ତି। କଳିଙ୍ଗ ପ୍ରଭା ରିପୋର୍ଟେର-ସଚି, ବ୍ରହ୍ମପୁର