ଵ୍ରହ୍ମପୁର : ତା୬ସେପ୍ଟମ୍ଵର_ ପିତଳ ଧର୍ମାନନ୍ଦମହିଳା ସମିତି ପକ୍ଷରୁ ଜନସେବୀଡାକ୍ତର ଧର୍ମାନନ୍ଦ ମହାନ୍ତିଙ୍କ ୫୦ତମ ଶ୍ରାଦ୍ଧ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଭାତରେସମିତି ପରିସରରେ ଥିବାସ୍ୱର୍ଗତମହାନ୍ତିଙ୍କ ପ୍ରତି ମୂର୍ତ୍ତି ରେ ସମାଜସେବୀ ଭକ୍ତ ଵଛଳ ପଟ୍ଟନାୟକ, ଡାକ୍ତର ହୃଷୀକେଶ ମହାନ୍ତି ସମିତି ସମ୍ପାଦିକା ସୁଶ୍ରୀ ପୁଷ୍ପାଞ୍ଜଳି ପଣ୍ଡା ପ୍ରମୁଖ ପୁଷ୍ପାଞ୍ଜଳି ଦେଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି।ଏହାପରେ ଏକ ଶ୍ରଦ୍ଧାଞ୍ଜଳୀ ସଭାରେ ଡାକ୍ତର ମହାନ୍ତି ଙ୍କ ଗୁ୍ଣକୀର୍ତ୍ତନକରାଯାଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା। ସଚ୍ଚିଦାନନ୍ଦ ନାୟକ, ବ୍ରହ୍ମପୁର ରିପୋର୍ଟର