ଗାଇସିଲେଟ : ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଫିରିଙ୍ଗିମାଲ ଗ୍ରାମରେ ଏକଝିଅ ମାରିବାକୁ ଉଦ୍ୟମ କରିବାକୁ ଯାଇ ଦେହରେ ପେଟ୍ରୋଲ ଢାଳି ଅଗ୍ନି ସଂଯୋଗ କରି ଦେଇଛନ୍ତି l ଯଦ୍ୱାରା ତାଙ୍କର ପୂର୍ଣ୍ଣାଙ୍ଗ ଅଶି ପରସେଣ୍ଟ ପୋଡ଼ି ଯାଇଅଛି l ଝିଅର ପୋଡା ଶରୀରରୁ ଚିହିଁବା ଭାରି କଷ୍ଟ ହେଉଅଛି l ଗାଁରୁ ପ୍ରକାଶ ଯେ ଝିଅଟି ଜଣାଶୁଣା ଶ୍ରୀ ବିନୋଦ ସେଟଙ୍କ ଭାଣିଜୀ କମାରୀ -ଲଷ୍ମୀ ସେଟ ଓ ସେ କେଉଁ କାରଣରୁ ନିଜେ ନିଆଁ ଲଗେଇଛନ୍ତି ବର୍ତମାନ ସୁଦ୍ଧା ଜଣାପଡ଼ିନାହିଁ l ଝିଅଟି ସକାଳ ସମୟରେ ପାଣି ବଦଳରେ ପେଟ୍ରୋଲ ନେଇଯାଇ ଗାଁ ପାଖ ପଡିଆରେ ସବୁ କୌଶଳ ପ୍ରୟୋଗ କରି ଗାଁରେ ବିସ୍ମୟକର ଘଟଣା ଘଟଇଛନ୍ତି l ଝିଅ ବୁର୍ଲା ମେଡିକାଲ କଲେଜ ଡାକ୍ତର ଖାନl ପହଞ୍ଚିବା ଅଳ୍ପ ସମୟ ପରେ ମୃତ ହୋଇଥିବା ଜଣା ପଡିଛି l ଏ ବିଷୟକୁ ଗାଇସିଲେଟ ପୋଲିସ ଆଖିଆଗରେ ରଖି ତାର ବିସ୍ମୟକର ତନାଘନା ଜାରି ରଖିଛି lଲଗାଇସିଲେଟରୁ ଫକୀର ଦୀପଙ୍କ ରିପୋର୍ଟ