କଂସାରୀଗଣ୍ଡରେ ମାଛ ଯାଆଁଳ ଛାଡିଲେ ଛତ୍ରପୁର ବିଧାୟକ ।ନଦୀରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ପାଣିରେ ଛାଡ଼ିଲେ୭ ଲକ୍ଷ୍ୟ ୫୦ ହଜାର ।

ଛତ୍ରପୁର : ୦୫.୦୫.୨୫ (ମିଥୁନ ବାରିକ୍) ଗଞ୍ଜାମ ଜିଲ୍ଲା ଋଷିକୁଲ୍ୟା କଂସାରିଗଣ୍ଡରେ ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ୭ ଲକ୍ଷ ୫୦…

ଛତ୍ରପୁର ରେ ବରିଷ୍ଠ ଫାର୍ମାସିଷ୍ଟଙ୍କ ଅବସର ଗ୍ରହଣ

ଛତ୍ରପୁର : ୦୫.୦୫.୨୫ (ମିଥୁନ ବାରିକ୍) ଛତ୍ରପୁର : ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ କାର୍ଯ୍ୟରତ ଥିବା ବରିଷ୍ଠ ଫାର୍ମାସିଷ୍ଟ ନୌକେଶ ପାତ୍ର…

ଗଞ୍ଜାମ ପୋଲିସ କୁ ମିଳିଲା ବଡ ସଫଳତା ।ଗଂଜାମ ଏସପି ଙ୍କ ଶକ୍ତି ଶାଳୀ ଟିମ୍ ଗଠନ ଦ୍ଵାରା ୧୮ ଜଣ ଦବଙ୍ଗ ଗିରି ଗିରଫ ।୧୭ ମାଉଜର୍ ସହ ୬୬ ଅଫୁଟା ଗୁଳି ଏବଂ ୧୬ ମୋବାଇଲ ଜବତ

ଛତ୍ରପୁର : ୦୫.୦୫.୨୫ (ମିଥୁନ ବାରିକ୍) ଛତ୍ରପୁର :ଗଞ୍ଜାମ ପୋଲିସ ଜିଲ୍ଲାକୁ ମିଳିଲା ବଡ଼ ସପଳତା । ଗଞ୍ଜାମ ପୋଲିସ ଜିଲ୍ଲାର…

ହୁମ୍ମା – ବୋରିଗାଁ ରାସ୍ତା ମଝିରେ ଖାଲଦୁର୍ଘଟଣା ରେ ୪ ଜଣ ଆହତ ।ପ୍ରଶାସନ ର ପଡୁନି ଆଖି

ଛତ୍ରପୁର : ୦୫.୫.୨୫ (ମିଥୁନ ବାରିକ୍) ଛତ୍ରପୁର : ଗଞ୍ଜାମ ଜିଲ୍ଲା ର ହୁମ୍ମା ଠାରୁ ପୁରୁଷତମପୁର ମୁଖ୍ୟ ରାସ୍ତା ମଝିରେ…

ଚଳିତ ମାସ ବ୍ରହ୍ମପୁରଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଦକ୍ଷିଣାଞ୍ଚଳ ଆଠଗୋଟି ଜିଲ୍ଲାର ଅଭିଯୋଗ ଶୁଣିବେ  

ଛତ୍ରପୁର . ୦୩ .୦୫ .୨୫ (ମିଥୁନ ବାରିକ୍) ଛତ୍ରପୁର : ବ୍ରହ୍ମପୁର ଠାରେ ଚଳିତ ମାସ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ…

ଛତ୍ରପୁର ସରସ୍ଵତୀ ଶିଶୁବିଦ୍ୟାମନ୍ଦିର କୃତୀ ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା ।

ଛତ୍ରପୁର : ୦୩.୦୫.୨୫ (ମିଥୁନ ବାରିକ୍) ଛତ୍ରପୁର: ଛତ୍ରପୁର ସ୍ଥିତ ସ୍ଥାନୀୟ ସରସ୍ବତୀ ଶିଶୁବିଦ୍ୟାମନ୍ଦିର ଛାତ୍ର ସୁରଜ କୁମାର ଗୌଡ ସଦ୍ୟତମ…