ବିଶ୍ବ ମହିଳା ଦିବସ ପାଳିତ

କଟକ – ବିଶ୍ବ ମହିଳା ଦିବସ ଅବସରରେ ଲାବଣ୍ୟବତୀ ଚାରି ଟେବୁଲ୍ ଟ୍ରଷ୍ଟ ମେରିଆ ବଜାର କଟକ ଆନୁକୁଲ୍ୟରେ ଆଜି କଟକ ଟାଉନ ହଲ ଠାରେ ଆହୋଜିତ ସଭାରେ ଅନୁଷ୍ଠାନର କୋଷାଧ୍ୟକ୍ଷ ପଙ୍କୋଜିନୀ ପରିଡ଼ା ସଭାପତିତ୍ବରେ ସଭାରେ ସନ୍ୟାସୀନି ବିଦ୍ବ୍ଯତ କୁମାରୀ ଲାଲା, ବିଶିଷ୍ଟ ଶିକ୍ଷାବିତ ପ୍ରଫେସର ଡ଼ଃ ସୁରେଖା ସୁନ୍ଦରୀ ସ୍ବାଇଁ, ଅଧ୍ୟାପିକା ସ୍ବାତୀ ମହାନ୍ତି, କଟକ ରୋଟାରୀ କ୍ଲବର ଅଧ୍ୟାକ୍ଷ ଇନ୍ଦିରା ଶୁଭ ଦର୍ଶନୀ ଉପସ୍ଥିତ ରହି ସଭାକାର୍ଯ୍ୟ ପରିଚାଳନା କରିଥିଲେ। ଲାବନ୍ୟା ବତୀ ଚାରି ଟେବୁଲ୍ ଟ୍ରଷ୍ଟର ସଭାପତି ଦେବେନ୍ଦ୍ର କୁମାର ପରିଡା ସ୍ବାଗତ ଭାଷଣ ଦେଇଥିଲେ। ସଭାରେ ଚିତ୍ତରଞ୍ଜନ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *