
ଗାଇସିଲେଟ :: ଆଜି ଗାଇସିଲେଟ ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ବାର୍ଷିକ ଆକାଂକ୍ଷା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଗାଇସିଲେଟ 2ନଂ ଜୋନର ଜିଲ୍ଲାପରିଷଦ ସଭ୍ୟା ଶ୍ରୀମତୀ ଝରଣା ପାଣିଗ୍ରାହୀ ଓ ଶ୍ରୀଯୁକ୍ତ ଧୀରୋଜ କୁମାର ପଟ୍ଟନାୟକ( DSS )ବରଗଡର ଏହି ଉତ୍ସବ ରେ ଯୋଗଦେଇଥିଲେ l ଏହି ଉତ୍ସବ ର ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ବି ଇ ଓ ଶ୍ରୀ ରାମଲାଲ ବରିହା ବ୍ଲକ ବି ଡି ଓ ଶ୍ରୀ ଲକ୍ଷ୍ମଣ ମାଝୀ ଅଧ୍ୟକ୍ଷ ଶ୍ରୀ ପ୍ରଣୟ କୁମାର ସାହୁ,ସରପଞ୍ଚ ଶ୍ରୀ ଶରତ କାଲୋ, CRCC ଶ୍ରୀ କିଶୋର ଯୋଶୀ, ସ୍କୁଲ ଚେୟାରମେନ ବସନ୍ତ ସାହୁ ଓ ମୁଖ୍ୟବକ୍ତା ଶ୍ରୀମାନ ଜୟକେତନ ତ୍ରିପାଠୀ ଉପସ୍ଥିତ ଥିଲେ l ଶ୍ରୀ ପଟନାୟନ ଛୁଆଙ୍କୁ ଗପ, ଓ ଶ୍ରୀ ତ୍ରିପାଠୀ ହାସ୍ୟତ୍ମକ ଭାବେ ବକ୍ତବ୍ୟ ଦେଇ ପରିବେଶକୁ ମୁଗ୍ଧ କରିଦେଇଥିଲେ l ସ୍କୁଲ ପ୍ରଧାନ ଶିକ୍ଷକ ଶ୍ରୀ ଅନୀଲ ବେହେରା ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ କିପରି ଗୁରୁଭକ୍ତି କରିବେ ଓ ଅଞ୍ଚଳରୁ ସୁ ଦକ୍ଷ ଛାତ୍ର ହେବେଛୁଆମାନଙ୍କୁ ଶ୍ରୀ ରଞ୍ଜନ ପଣ୍ଡା କହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆଗେଇନେଲେ l
ଉପଖଣ୍ଡ ପଦ୍ମପୁରରୁ ଫକୀର ଦୀପଙ୍କ ରିପୋର୍ଟ ନିୟୁଜ କଳିଙ୍ଗାପ୍ରଭା