ପଦ୍ମପୁର ନିକଟସ୍ଥ ମହୁଳପାଳି ବ୍ରିଜରେ ଏକା ସାଙ୍ଗେତିନିଜଣ ଦୁର୍ଘଟଣା ଜନିତ ଆକସ୍ମିକ ମୃତ୍ୟୁ

ପଦ୍ମପୁର : ବରଗଡ ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ଖଲିଆପାଲି ପଞ୍ଚାୟତ ବାଞ୍ଜେନମୁଣ୍ଡା ଗାଁ ର ତିନିଜଣ ଯୁବକ ଆକାଶ ପୋଡ଼ ବୟସ ୨୦ ପଦ୍ମଲୋଚନ ଥପା ବୟସ ୨୨ ଜଗଦୀଶ ଥପା ବୟସ ୧୯ ସେମାନେ କ୍ରିକେଟ ଖେଳିବାକୁ ବିନ୍ଧନପାଳି ଗ୍ରାମକୁ ଫାଇନାଳ ଖେଳ ଖେଳି ବିଜୟ ହୋଇ ଫେରିବା ସମୟରେ ମହୁଳପାଳି ବ୍ରିଜରେ ବାଇକ ରେ ଦୁର୍ଘଟଣା ହୋଇ ମୃତ୍ୟୁ ବରଣ କରିଛନ୍ତି ।ସୂଚନାମୁତାବକ ଏକ ଚାରିଚକିଆ ଗାଡ଼ି ଧକ୍କା ଦେଇ ଖସି ଯାଇଥିବା ଚର୍ଚ୍ଚା ହେଉଛି । ଆହୁରି କିଛି ଦର୍ଶକଙ୍କ କଥିତ ମୁତାବକ ଦ୍ରୁତi ଗତିରେ ଆସୁଥିବା ଯାନ ଅସି ପିଟିଦେଇ ଖସି ପଳାଇ ଯାଇଥିବାର ଜଣା ପଡୁଛି l
ଉପଖଣ୍ଡ ପଦ୍ମପୁରରୁ ଫକୀର ଦୀପଙ୍କ ରିପୋର୍ଟ ନିୟୁଜ କଳିଙ୍ଗପ୍ରଭା

Leave a Reply

Your email address will not be published. Required fields are marked *