ଓ୍ବାଇ,ଏମ,ସିଂ,ଏ, Men’s Club of Cuttack Millennium ର ମିଳିତ ଆନୁକୂଲ୍ୟରେ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ

କଟକ ୧୪/୦୧/୨୦୨୫ ତାରିଖରେ ୱାଇ.ଏମ.ସି.ଏ, ଆନୁକୁଲ୍ୟରେ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ବିତରଣ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ Y’s Men ଶ୍ରୀ ସୁଜିତ ପାଣି ପ୍ରାରମ୍ଭିକ ପ୍ରାର୍ଥନା ଉତ୍ସର୍ଗ କରିଥିଲେ ଓ ୱାଇ.ଏମ.ସି.ଏ, କଟକର ସଭାପତି ଡଃ. ରାଜ ବଲ୍ଲଭ ମହାନ୍ତି ସ୍ବାଗତ ସମ୍ୱର୍ଦ୍ଧନା ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶ୍ରୀ ସୁଧାନନ୍ଦ ବିହାରୀ, ଡଃ. ପ୍ରଭାତ ମିଶ୍ର ସେମାନଙ୍କ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ Y’s Man HRM ଭରଗୀଶ ସାମୁଏଲ ମୁଖ୍ୟ ଅତିଥି ଓ Y’s ମନ ଡଃ. ମନୋଜ ଚନ୍ଦ୍ରସେନନ ସମ୍ମାନୀତ ଅତିଥି ଭାବେ ଉପସ୍ଥିତ ଥିଲେ ଓ ସମସ୍ତ ହିତାକାରୀ ମାନଙ୍କୁ କମ୍ବଳ ବଣ୍ଟନ କରିଥିଲେ। ଓ ଏହି ହିତାକାରୀ ମାନେ କମ୍ବଳ ଉପହାର ରୂପେ ଗ୍ରହଣ କରି ଆନନ୍ଦିତ ହୋଇ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ୱାଇ.ଏମ.ସି.ଏ, କଟକର ସମ୍ପାଦକ ଇ. ଆଲୋକ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *