
କଟକ ୧୪-୦୧-୨୦୨୫ ଜେ. ପି. ଏମ ରୋଟାରୀ କ୍ଲବବ ଅଫ କଟକ ଚକ୍ଷୁ ଚିକିତ୍ସାଳୟ ଓ ଗବେଷଣା ପ୍ରତିଷ୍ଠାନର ୩୩ ଜମ ପ୍ରତିଷ୍ଠା ଦିବସ ଚଳସୀଳୟ, ପରିଖରରେ ଅନୁଷ୍ଠିତ ହୋଲାଯାଇ ଆଛି। ଉଦଘାଟନ ସନ୍ଧ୍ୟାରେ ଓଡ଼ିଶା ସ୍ବାସ୍ଥ୍ୟ ଓ ବିଜ୍ଞାନ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଡାକ୍ତର ମାନସ ରଞ୍ଜନ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଜେ ପି ଏମ ରୋଟାରୀ କ୍ଲବ ଅଫ କଟକ ଚକ୍ଷୁ ଚିକିତ୍ସାଳୟ ଓ ଗବେଷଣା ପ୍ରତିଷ୍ଠାନର ସଭାପତି ରୋଟାରିଆନ ଦେବାଶିଷ ପଣ୍ଡା ମହୋଦୟ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଚିକିତ୍ସାଳୟ ମୁଖ୍ୟ ଚିକିତ୍ସା ଅଧୁକାରୀ ଡଃ ସନ୍ତୋଷ କୁମାର ମହାପାତ୍ର ସଭା ପରିଚାଳନା କରିବା ସହିତ ଚିକିସାଳୟର ବାର୍ଷିକ ବିବରଣୀ ଓ କାର୍ଯ୍ୟବଳୀ ପାଠ କରିଥିଲେ । ରୋଟାରୀ କ୍ଲବ ଅଫ କଟକର ଆସନ୍ନ ନିର୍ବାଚିତ ସଭାପଢି ରୋ ସୁଜାତା ପ୍ରିୟଦର୍ଶିନୀ ମୁଖ୍ୟ ଅତିଥି ପରିଚୟ ପ୍ରଦାନ କରିଥିଲେ।ରୋଟାରୀ କ୍ଲବ ଅଫ କଟକ ଚ୍ଯାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ରୋ ସୂର୍ଯ୍ୟ ପ୍ରସାଦ ମିଶ୍ର ଆମନ୍ତ୍ରିତ ଅତିଥି ମାନଙ୍କୁ ସମ୍ବୋଧନ କରିବା ସହ ଅନୁଷ୍ଠାନର ବିଭିନ୍ନ ପ୍ରକଳ୍ପ ତଥା ଗୋଷ୍ଠୀ ନିମନ୍ତେ ବିଭିନ୍ନ କାର୍ଯ୍ୟାବଳୀର ଉପଯୋଗିକା ଉପରେ ଆଲୋକପାତ କରିଥିଲେ। ରୋଟାରୀ କ୍ଳବ ଅଫ କଟକ ଚ୍ଯାରିଟେବୁଲ ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ରୋ, ସମୀର କୁମାର ମିଶ୍ର ଦକ୍ଷୁ ଚିକିତ୍ସାଳୟକୁ ଦୈନନ୍ଦିନ ଆସୁଥିବା ରୋଗୀମାନଙ୍କୁ ସ୍ବଳ୍ପ ଓ ସୁଲଭ ମୂଲ୍ୟରେ ତତ୍କାଳ ସେବା ଯୋଗାଇଦେବା ଉପରେ ଗୁରୁତ୍ବାରୋପ କରିଥିଲେ । ଗୋଟାରୀ ଚକ୍ଷୁ ଚିକିତ୍ସାଳୟ ଓଡ଼ିଶା ତଥା ପୂର୍ବ ଭାରତର ଏକ ପ୍ରମୁଖ ଚକ୍ଷୁ ସେବା ପ୍ରଦାନକାରୀ ସଂସ୍ଥା ଯାହା ଏନ୍ ଏ.ବି.ଏଚ ସିକୃତି ପ୍ରାପ୍ତ ଓ ମୋଡୁଲାର ଅପେରସନ ଥିଏଟର ମାଧ୍ୟମରେ ଗରମ ଗୁଣବତ୍ତା ସମ୍ପନ୍ନ ଚକ୍ଷୁ ସେବା ଯୋଗାଇ ଦେଇଥିବାରୁ ମୁଖ୍ୟ ଅତିଥୁ ଅନୁଷ୍ଠାନକୁ ପ୍ରଶଂସା କରିଥିଲେ । ଏତଦ ବ୍ୟତୀତ ଓଡିଶା ତଥା ପଡୋଶୀ ରାଜ୍ୟମାନଙ୍କର ନିୟମିତ ବ୍ୟବଧାନରେ ମାଗଣା ଚକ୍ଷୁ ପରୀକ୍ଷା ଶିବିରମାନ ଅୟୋଜନକରି ପ୍ରାୟ ଶତକଡ଼ା ୭୦ ଭାଗ ରୋଗୀମାନଙ୍କର ସମ୍ପୂର୍ଣ ମାଗଣରେ ଅସ୍ତ୍ରୋପଚାର କରିବାର ନିରନ୍ତର ପ୍ରୟାସ ଜାରୀ ରଖୁଥିବାରୁ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତାଙ୍କୁ କୃତଜ୍ଞତା ପ୍ରଦାନ କରିଥିଲେ । ଚିକିତ୍ସାଳୟର ପ୍ରଶାନିକ ଅଧିକାରୀ ସର୍ବଶ୍ରୀ ମାରିଆନୁସ ଲାକ୍ରା ସୁଧୀର ଘଟେଇ ଶ୍ରୀକାନ୍ତ ମହାପାତ୍ର, ଶଶୀକାନ୍ତ ଦାସ, ସୌମତ୍ରୀ ସ୍ବାଇଁ, ବିରଞ୍ଚି ମହାନ୍ତି ଓ ଶ୍ରୀମଳୀ ବୀଣା ପରିଜା ଓ ଅନୁଷ୍ଠାନର ସମସ୍ତ କର୍ମଚାରୀଙ୍କ ସହ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଏଠରେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଅନୁଷ୍ଠାନର ବାର୍ଷିକ ପତ୍ରିକା “ଅରୁଣିମା” ଏହାର ସମ୍ପାଦକ ଡାକ୍ଟର ସମୃତି ରଞ୍ଜନ ଦେଠୀଙ୍କ ସହାୟତାରେ ଉନ୍ମୋଚିତ ହୋଇଥିଲା । ଶେଷରେ ରୋଟାରୀ କ୍ଳବ ଅଫ୍ କଟକର ସଭାପତି ରୋଟାରିଆନ ଅକ୍ଷୟ କୁମାର ନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ ।