

କଟକ ଗାନ୍ଧୀ ଭବନ ଠାରେ ଇଲେକ୍ଟ୍ରୋହେମିଓପାଥିକ ଜନକ ଡାକ୍ତର କାଉଣ୍ଟି ସିଜର ମାଟ୍ଟିକଂ 216 ତମ ଜୟନ୍ତୀ ପାଳିତ ହୋଇଯାଇଛି ମୁଖ୍ୟ ଅତିଥି ଭାବେ ଅଧ୍ୟାପକ ଦିନେସେ ପ୍ରସାଦ ପଟ୍ଟନାୟକ ମୁଖ୍ୟ ବକ୍ତା ଭାବେ ଡ଼ା ବିଜୟ ପୁଷ୍ଟି ଯୋଗଦେଇ ଇଲେକ୍ଟ୍ରୋହୋମିଓପାଥିକ ପ୍ରଚାର ପ୍ରସାର କରିବା ପାଇଁ ଉପସ୍ଥିତ ଡାକ୍ତର ମାନଂକୁ ପ୍ରରାମର୍ଷ ଦେଇଥିଲେ ଅନ୍ୟ ମାନଂକ ମଧ୍ୟରେ ଡ଼ା ସରୋଜ ସାହୁ ,ଡ଼ା କମଳା କାନ୍ତ ନାୟକ, ମନୋଜ ମହଲା, ସୁଶାନ୍ତ କୁମାର ହୋତା, ଡ଼ା ପ୍ରମୋଦ ରାୟ, ଇଲେକ୍ଟ୍ରୋହୋମିଓପାଥିକ ଚିକିତ୍ସା ପଦ୍ଧତି ଉପରେ ବିସ୍ତୃତ ଆଲୋଚନା କରିଥିଲେ କଟକ ଜିଲ୍ଲା ସଭାପତି ଡ଼ା ଅବନ୍ତି ଦାସ ମୋହାପାତ୍ର ମାନବ ସମାଜ ପାଇଁ ଚିକିତ୍ସା ବିଜ୍ଞାନ ବେଶ୍ ଆଦୃତ ଲାଭ କରିଛି ଦୂଢକ୍ତି ପ୍ରକାଶ କରିଥିଲେ ସମ୍ପାଦକ ଡ଼ା ରଞ୍ଜିତ୍ ଆଚାର୍ଯ୍ୟ ବାର୍ଷିକ ବିବରଣୀ ପାଠ କରିଥିଲେ , କୋଷାଧ୍ୟକ୍ଷ ଶିବ ପ୍ରସାଦ ନାୟକ, ଡ଼ା ରମେଶ ମଲ୍ଲିକ, ଡ଼ା ଅଜୟ ପତି , ଡ଼ା ନିଶିକାନ୍ତ ନାୟକ, ଯଶୋବନ୍ତ ନାୟକ, ଡ଼ା ପ୍ରଦୀପ୍ତ ନାୟକ, ଡ଼ା ଦୁସୁମନ୍ତ ନାୟକ, ଡ଼ା ମାନସ ନାୟକ, ଡ଼ା ପ୍ରଦୀପ୍ତ ଘଡାଇ, ଡ଼ା ସରୋଜିନୀ ମହାପାତ୍ର ସମ୍ମାନୀତ କରାଯାଇଥିଲା ଓ ବରିଷ୍ଟ ଚିକିତ୍ସକମାନଙ୍କ ମେଡାଲ ଦେଇ ସମ୍ମାନୀତ କରାଯାଇଥିଲା ମଞ୍ଚ ପରି ଚାଳନା ସହ ସମ୍ପାଦକ ଡ଼ା ମୁକେଶ ରଞ୍ଜନ ମହାପାତ୍ର କରିଥିଲେ ଶେଷରେ ଉପସ୍ଥିତ ଡାକ୍ତର ମାନଂକୁ ଡ଼ା ସନ୍ତୋଷ କୁମାର ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ