

କଟକ ତା୦୬-୦୧-୨୫ ରିଖ ରାଷ୍ଟ୍ରୀୟ ସମାଜ ସେବୀ ସଂଗଠନ ପକ୍ଷରୁ ବନ୍ଧୁ ମିଳନ କାର୍ଯ୍ୟକ୍ରମ ବାଲିଯାତ୍ରା ପଡିଆ କଟକ
ଏହି ବନ୍ଧୁମିଳନ କାର୍ଯ୍ୟକ୍ରମ ରେ ସଂଗଠନ ର ରାଜ୍ୟ ସଭାପତି ଶ୍ରୀଯୁକ୍ତ କୁଞ୍ଜ ବିହାରୀ ବେହେରାଙ୍କ ସଭାପତିତ୍ୱରେ ଆଇନଜୀବୀ ଶ୍ରୀମତୀ କଳ୍ପନା ନାୟକ ଓଡିଶା ହାଇକୋର୍ଟ
ଆଇନଜୀବୀ ଶ୍ରୀଯୁକ୍ତ ରଶ୍ମିରଂଜନ ନାୟକ ଓଡିଶା ହାଇକୋର୍ଟ ଏବଂ ଆଇନଜୀବୀ ଶ୍ରୀଯୁକ୍ତ ଅମରେନ୍ଦ୍ର ନାରାୟଣ ଦାସ JMFC & Civil କୋର୍ଟ ସାଲେପୁର, ଏବଂ କର୍ମକର୍ତା ଅବଦୁଲ ରଜାକ ଖାଁ, ଆଶିଷ କୁମାର ପତି, ସୁକାନ୍ତ କୁମାର ବେହେରା, ମନୋଜ କୁମାର ସାମଲ, ରସାନନ୍ଦ ବେହେରା, ପୁର୍ଣଚନ୍ଦ୍ର ପାଢ଼ୀ, ଚନ୍ଦ୍ରକାନ୍ତ ରାଉତ, କଳ୍ପନା ଭୂୟାଁ
ସସ୍ମିତା ମାଝୀ, ମମତା ଜେନା, ସୌଦାମିନୀ ମିଶ୍ର , ସରିତା ମହାରଣା
ସାଇ ସାଧନା ବେହେରା, ବିଶ୍ୱକଳ୍ପନା ସ୍ୱାଇଁ, ଯଶୋଦା ଜେନା, କୁସୁମ ମଞ୍ଜରୀ ଦାସ ବନ୍ଧୁମିଳନ କାର୍ଯ୍ୟକ୍ରମ ରେ ସଭ୍ୟ ସଭ୍ୟା ମାନେ ଭାଗ ନେଇଥିଲେ.
ରାଷ୍ଟ୍ରୀୟ ସମାଜସେବୀ ସଂଗଠନ ଓଡିଶା ର ମୂଳଲକ୍ଷ ହେଲା ସାମାଜିକ ନ୍ୟାୟ ନିସ୍ଵାର୍ଥପର ଭାବରେ ସମସ୍ତେ ଜନସାଧାରଣ କିପରି ସେବା ପାଇପାରିବେ
ସଂଗଠନ ର ତିନି ପ୍ରମୁଖ ଆଇନଜୀବୀ
ମତାମତ ଦେଇଥିଲେ,
ରାଷ୍ଟ୍ରୀୟ ସମାଜସେବୀ ସଂଗଠନ ଓଡିଶା ବର୍ତମାନ ଦେଉଥିବା ସେବା ରକ୍ତଦାନ, ବୃକ୍ଷରୋପଣ, ସ୍ୱାମୀ ସ୍ତ୍ରୀ ଭିତରେ ପାରିବାରିକ ମତାନ୍ତର ମନାନ୍ତରକୁ ସମାଧାନ କରିବା ବାଲ୍ୟ ବିବାହ ରୋକିବା, ଅସହାୟ ବୃଦ୍ଧ ବୃଦ୍ଧାଙ୍କୁ ସହଯୋଗ କରିବା, ଶିଶୁ ନିର୍ଯାତନା ରୋକିବା, ଏବଂ ମହିଳା ମାନଙ୍କ ଉପରେ ହେଉଥିବା ନିର୍ଯାତନା ରୋକିବା, ମହିଳା ସଚେତନତା କରାଇବା, ଏହିଭଳି ପ୍ରତେକ ସାମାଜିକ ନ୍ୟାୟ ସଂଗଠନ ତରଫରୁ ସେବା ଦିଆଯାଉ ଅଛି, ଏହି ସେବା 24 ଘଣ୍ଟିଆ
ଦିଆଯାଉ ଅଛି…..