
ଛତ୍ରପୁର : ୨୫.୧୨.୨୪
(ମିଥୁନ ବାରିକ୍)
ଛତ୍ରପୁର : ମାଁ ରାମଚଣ୍ଡୀ ପୀଠକୁ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ଦେବା ପାଇଁ ମନ୍ଦିର ତରଫରୁ ସଂଯୋଜକ କମଲ ପଣ୍ଡା ଙ୍କ ନେତୃତ୍ୱ ରେ ଉପଦେଷ୍ଟା ତ୍ରିପତି ବାଲାଜୀ ମିଶ୍ର, ସହସଂଯୋଜକ ତୁଷାର ଶତପଥୀ ଓ ସୋନାଲି ଶତପଥୀ ଜାଇ ଓଡିଶାର ସମ୍ମlନନୀୟା ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ମହୋଦୟା ଙ୍କୁ ସ୍ମାରକ ପତ୍ର ସହ ମାଁ ରାମଚଣ୍ଡୀ ଙ୍କ ସ୍ମୃତି ପଟଚିତ୍ର ପ୍ରଦାନ କରିଥିଲେ ଏଥିରେ ଛତ୍ରପୁର ର ମାନ୍ୟବର ବିଧାୟକ ଶ୍ରୀ କୃଷ୍ଣ ଚନ୍ଦ୍ର ନାୟକ, ଗଞ୍ଜାମ ବ୍ଲକ ଅଧକ୍ଷା ଶ୍ରୀମତୀ ଶର୍ମିଷ୍ଠା ପ୍ରଧାନ ଓ କରପଡା ସରପଞ୍ଚ ଶ୍ରୀ ଅଜୟ ନାୟକ ଙ୍କ ସ୍ୱୀକୃତି ପତ୍ର ମଧ୍ୟ ସଂଲଗ୍ନ କରାଯାଇଥିଲା ll