ଛତିଶଗଡ଼ ଗସ୍ତର ପ୍ରଥମ ଦିନରେ ରାୟପୁରରେ ଛତିଶଗଡ଼ ପୋଲିସକୁ ‘ପ୍ରେସିଡେଣ୍ଟସ କଲର’ ପ୍ରଦାନ କରିଛନ୍ତି କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ

‘ପ୍ରେସିଡେଣ୍ଟ୍‌ସ କଲର’ ପାଇବା ଏକ ସଶସ୍ତ୍ର ବାହିନୀ ପାଇଁ ଗର୍ବର ବିଷୟ; ଛତିଶଗଡ଼ ପୋଲିସ ପ୍ରତିଷ୍ଠାର ୨୫ ବର୍ଷ ମଧ୍ୟରେ ଏହି…

ଛତିଶଗଡର ଜଗଦଲପୁରଠାରେ ଅନୁଷ୍ଠିତ ବସ୍ତର ଅଲିମ୍ପିକ୍ସର ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ

ବସ୍ତର ଅଲିମ୍ପିକ୍ସ ଶାନ୍ତି, ନିରାପତ୍ତା, ପ୍ରଗତି ଏବଂ ଏହି ଅଞ୍ଚଳ ପାଇଁ ନୂତନ ଆକାଂକ୍ଷା ପାଇଁ ଭିତ୍ତିଭୂମି ସ୍ଥାପନ କରିବ ବସ୍ତର…

ଅସ୍ତ୍ର ଛାଡ଼ି ମୁଖ୍ୟସ୍ରୋତରେ ସାମିଲ ହୋଇଥିବା ଛତିଶଗଡ଼, ମହାରାଷ୍ଟ୍ର, ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ତେଲଙ୍ଗାନା ଏବଂ ଆସାମର ଲୋକମାନଙ୍କୁ ଛତିଶଗଡ଼ ଜଗଦଲପୁରଠାରେ ସାକ୍ଷାତ କଲେ କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନକ୍ସଲ ପ୍ରଭାବିତ ଅଞ୍ଚଳରେ ୧୫ ହଜାରରୁ ଅଧିକ ଘର ନିର୍ମାଣ ପ୍ରସ୍ତାବକୁ ମଞ୍ଜୁର କରିଛନ୍ତିନକ୍ସଲ ପ୍ରଭାବିତ…

କେନ୍ଦ୍ରୀୟ ଶ୍ରମିକ ସଂଗଠନ ଲେବର ପ୍ରୋଗ୍ରେସିଭ ଫେଡେରେସନ (ଏଲ୍. ପି. ଏଫ୍) ର ରାଜ୍ୟ ସ୍ତରୀୟ ତୃତୀୟ ବାର୍ଷିକ ଉତ୍ସବ

କଟକ : ୧୫/୧୨/୨୦୨୪ ରିଖ ରବିବାର ଦିନ କଟକ ତୁଳସୀପୁର ସ୍ଥିତ ଶାରଳା ଭବନ ସଭା ଗୃହ ରେ ରାଜ୍ୟର ଅଗ୍ରଣୀ…

ଶକ୍ତି ସଂରକ୍ଷଣ ସଂକଳ୍ପ ସୃଜନାୟନ

କଟକ : କୈବଲ୍ୟ ସାହିତ୍ୟ ସଂସଦ ଆନୁକୁଲ୍ୟରେ ଖାନ ନଗର ହାଇସ୍କୁଲରେ ଅନୁଷ୍ଠାନର ୬୪ ତମ ସାହିତ୍ୟ ବିଜ୍ଞାନ ସମ୍ପର୍କିତ କାର୍ଯ୍ୟକ୍ରମଶକ୍ତି…

ସ୍ବାମୀ ହିଁ ହତ୍ୟା କାରି , କଟକ ପରମହଂସ କାଠ ଯୋଡି ନଦୀ ପଠାରୁ ମିଳିଥିବା ମହିଳାଙ୍କ ମୃତ୍ୟୁବରଣ କରିଥିବା ମହିଳାଙ୍କୁ ନିଜ ସ୍ବାମୀ ହିଁ ହତ୍ୟା କାରୀ।

କଟକ :; କଟକ ପରମହଂସ କାଠ ଯୋଡି ନଦୀ ପଠାରୁ ମିଳିଥିବା ମହିଳାଙ୍କ ମୃତ୍ୟୁବରଣ କରିଥିବା ମହିଳାଙ୍କୁ ନିଜ ସ୍ବାମୀ ହିଁ…

ମାଁ ରାମଚଣ୍ଡୀ ପୀଠରେ ହେବ ବିଶାଳ ସାଧୁ ସମାବେଶ । ଅନୁଧ୍ୟାନ କଲେ ଭାସ୍କର ତୀର୍ଥ ମହାରାଜ ।

ଛତ୍ରପୁର : ୧୫.୧୨.୨୪ (ମିଥୁନ ବାରିକ୍) ଛତ୍ରପୁର :ଗଞ୍ଜାମ ବ୍ଳକ ଅନ୍ତର୍ଗତ ନୀଳାଦ୍ରିପୁର ସ୍ଥିତମାଁ ରାମଚଣ୍ଡୀ ପୀଠରେ ବିଶାଳ ସାଧୁ ସମ୍ମିଳନୀ…

ଦୁଇ କଲରାପତ୍ରିଆ ବାଘ ଛାଲ ସହିତ ଜଣେ ଗିରଫ।

ରାୟଗଡ-ଅଜୟ ରଥ-ଦୁଇ କଲରା ପତ୍ରିଆ ବାଘ ଛାଲ ସହିତ ଜଣେ ଗିରଫ।ଡିଲ ଚାଲୁଥିବା ସମୟରେ ମାଡି ବସିଲେ କଟକ ଭିଜିଲାନ୍ସ ଟିମ।ବିଶେଷ…