ଅନ୍ତଜାତୀୟ ମାନବ ଅଧିକାରଦିବସ

କଟକ : ସଖୀ ୱାନ୍ ଷ୍ଟପ୍ ପ୍ରସଣ୍ଟର୍ ଏବଂ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଅନ୍ତଜଜାତୀୟ ୧୬ ଦିନିଆ
ହିଂସା ବିରୋଧୀ ଅଭିଯାନ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ପ୍ରଥମ ଦିନ ଅବସରପ୍ରର ଅନ୍ତଜାତୀୟ ମାନବ ଅଧିକାର
ଦିବସ କଟକ ଜୁଡସିିଆଲ୍ ଏକାପ୍ରଡମୀ ପାଖରେ ପାଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନ ତରଫରୁ
ଜଲ୍ଲିା ସୁରକ୍ଷା ଅଧିକାରୀ ଶ୍ରୀମତୀ ସ୍ଵର୍ଣ୍ବମୟୀ ଦାସ, ଆଇ.ଏସ. ଡିର ପରିଚାଳିକା ଶ୍ରୀମତୀ ଶୁଭଶ୍ରୀ ଦାସ,
ବାଲ୍ୟ ବିବାହ ନିରୋଧ ଅଧିକାରୀ ଶ୍ରୀମତୀ ନିବେଦିତା ପାର୍ଣିଗ୍ରାହୀ, ମହିଳା ସହୋଯୋଗ କେନ୍ଦ୍ରର ପରାମର୍ଶ
ଦାତ୍ରି ଶ୍ରୀମତୀ ରୋଜାଲିନ ସାହୁ ଏବଂ ଶକ୍ତୀ ସଦନର ସଦସ୍ୟ, କ୍ଳାପ ଆଇନ୍ ସଦସ୍ୟ ମାନେ ଉପସ୍ଥିତ ରହି ଥିଲେ। ଏହି ପରିପ୍ରେକ୍ଷୀପ୍ରର ଆଇ.ଏସ. ଡି ର ପରିଚାଳିକା ଶ୍ରୀମତୀ ଶୁଭଶ୍ରୀ ଦାସ ଓ ୱାନ୍ ଷ୍ଟପ୍
ପ୍ରସଣ୍ଟର୍ ର ପରିଚାଳିକା ଶ୍ରୀମତୀ ପ୍ରସୌମୟା ସୁରଚତିା ସାହୁଏବଂ ଜଲ୍ଲିା ସୁରକ୍ଷା ଅଧିକାରୀ ଶ୍ରୀମତୀ ସ୍ଵର୍ଣଜମମୟୀ
ଦାସ ନିଜର ମନ୍ତବ୍ୟ ପ୍ରଦାନ କରିଥିବା ସହ କିପରି ଆମେ ଏହି ଜନ ସମାଜ ମଧ୍ୟରେ ମାନବିକ ଅଧିକାର
ବିଷୟରେ ଜନ ସଚେତନତା ସୃଷ୍ଟି କରାଯିବ ତାହା ଉପରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ପରିଚାଳନା କରିଥିଲେ ସୋମ୍ଯ ସୁରଚିତା ସାହୁ।

Leave a Reply

Your email address will not be published. Required fields are marked *