

ଦାରିଦ୍ରତା ପାଇଁ ନିଜ ନିଜର ୯ ଦିନର ଶିଶୁ କନ୍ୟାକୁ ଜନ୍ମ କରିବା ମା ଓ ବାପା ବିକ୍ରି କରି ଦେଇଥିବା ଘଟଣା ଲୋକଲୋଚନକୁ ଆସିଛି। ଏହି ଘଟଣା ଘଟିଛି ରାୟଗଡା ଜିଲ୍ଲା ଚାନ୍ଦିଲି l ଥାନା ଅନ୍ତର୍ଗତ ନୂଆପଢା ବସ୍ତିରେ। ମାତ୍ର ୨୦ ହଜାର ଟଙ୍କା ରେ ଆନ୍ଧ୍ରପ୍ରଦେଶ ମାନ୍ୟମ ଜିଲ୍ଲା ପାର୍ବତି ପୁରମ୍ ଅଞ୍ଚଳରେ ଜଣେ ଦମ୍ପଭିଙ୍କ ହାତରେ ଟେକିଦେଇଛନ୍ତି ବାପା ମା। ଏହି ଘଟଣା ଲୋକଲୋଚନକୁ କୁ ଆସିବା ପରେ ଚାଇଲଡ୍ ତତ୍ପରତା ଲାଇନ୍ ଦେଖାଇଛି । ତୁରନ୍ତ ଘଟ ଘଟଣାସ୍ଥଳରେ ଶିଶୁ ମଙ୍ଗଳ କମିଟିର ସଦସ ସଦସ୍ୟମାନେ ପହଞ୍ଚ୍ ତଦନ୍ତ କରିଛନ୍ତି । ପରିବାର ଲୋକ କ ବିକ୍ରି ପାଇଁ ଷ୍ଟାମ୍ପ ପେପରରେ ଲିଖିତ ଚୁଲି କରିଛନ୍ତି । ଅନୁଯାୟୀ, ଗତ ୩ ତାରିଖ ଦିନ ନୂଆପଡା ବସ୍ତିର ସ୍ତିର ସୂଚନା କୁମୁଦ ଗାଣ୍ଟା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁ କନ୍ୟା ଜନ୍ମ ଦେଇଥିଲେ। ମା’ ଓ ଶିଶୁ ସୁସ୍ଥ ଥିବାରୁ ହସ୍ପିଟାଲ କର୍ତ୍ତୃପକ୍ଷ ତାଙ୍କୁ ଡିସଚାର୍ଜ କରିଥିଲେ । ତାଙ୍କ ପୂର୍ବରୁ ଏକ ଶିଶୁ କନ୍ୟା ରହିଛି। ଅଭାବ ଅନାଟନ ଭିତରେ ବର୍ତ୍ତମାନ ଆଉ ଏକ ଶିଶୁ କନ୍ୟା ଜନ୍ମ ହେବା ପରେ ସେମାନଙ୍କୁ ଲାଳନପାଳନ ନିମନ୍ତେ ଉଭୟ ମା’ କୁମୁଦ ଗାଣ୍ଟା ଓ ବାପା ରାହୁଲ ଧନବେଢା ଚିନ୍ତାରେ ପଢିଯାଇଥି ଲେ। ଏହାପରେ ମଧ୍ୟସ୍ଥି ଙ୍କ ସହାୟତା ରେ ଆନ୍ଧ୍ରପ୍ରଦେଶ ରାଜ୍ୟ ମାନ୍ୟମ ଜିଲ୍ଲା ଅନ୍ତର୍ଗତ ପେଦାପେଙ୍କି ଗ୍ରାମର କେ. ରାଜଶେଖରଙ୍କ ହାତରେ ଟେକି ଦେଇଥିଲେ । ଗତ ୧୧ ତାରିଖ ଦିନ ଆନ୍ଧ୍ରପ୍ରଦେଶ ରାଜ୍ୟର ରାଜଶେଖର ଦମ୍ପତି ନୋଟାରୀ ନାଟାରୀ ମାଧ୍ୟମରେ ମା ବୁଝାମଣା କରି ପୌଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି । ଅଭିଯୋଗ ପାଇବା ପରେ ଶିଶୁ ମଙ୍ଗଳ କମିଟିର ସଦସ୍ୟମାନେ ଘଟଣାସ୍ଥଳ ଳକୁ ଯାଇ ତଦନ୍ତ କରି କରିଛନ୍ତି । ଶିଶୁ ସୁରକ୍ଷା ବିଭା ବିଭାଗର ଆଇନ ପର୍ଯ୍ୟବେକ୍ଷ ନିରାକାର ପାଢୀ, ଶିଶୁ ମଙ୍ଗଳ କମିଟି ମିଟି ସଦସ୍ୟା ପ୍ରିୟଦର୍ଶିନୀ ମହାକୁଡ, ସତ୍ୟପ୍ରିୟା ପ୍ରଧାନ ପ୍ରମୁଖ ତଦନ୍ତ କରିଛନ୍ତି। ରାୟଗଡା ରୁ ତପନ କାଡ୍ରାକା ଙ୍କ ରିପୋର୍ଟ l