ବିଜ୍ଞାନ ପ୍ରଚାର ସମିତି ର ୨୦୨୫ ମସିହା ନିମନ୍ତେ ନିର୍ବାଚିତ ସଦସ୍ୟ

ବିଜ୍ଞାନ ପ୍ରଚାର ସମିତିର ବାର୍ଷିକ ନିର୍ବାଚନ ଆଜି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା। ନିର୍ବାଚନ କାର୍ଯ୍ୟକୁ ପରିଚାଳନା କରିଥିଲେ ଡାକ୍ତର ସଚ୍ଚିଦାନନ୍ଦ ଶତପଥୀ। ସହଯୋଗ କରିଥିଲେ। ନିରଞ୍ଜନ ପାତ୍ର। ନିର୍ବାଚିତ ସଭ୍ୟମାନେ ହେଲେ
ସଭାପତି – ଡାକ୍ତର ନିତ୍ୟାନନ୍ଦ ସ୍ୱାଇଁ
ଉପସଭାପତି – ଡଃ ସୁବାସିନୀ ଲେଙ୍କା
ସମ୍ପାଦକ – କବିତା ପାଟ୍ଟଶାଣୀ
ଯୁଗ୍ମ ସମ୍ପାଦକ – ଅରବିନ୍ଦ କର କୋଷାଧ୍ୟକ୍ଷ – ଇଂ ଧୀରେନ୍ଦ୍ର କୁମାର ବିଶ୍ବାଳ
ପ୍ରକାଶନ ସଂପାଦକ – ଡାକ୍ତର ସଚ୍ଚିଦାନନ୍ଦ ଶତପଥୀ
କାର୍ଯ୍ୟନିର୍ବାହୀ ସଦସ୍ୟ – ଡଃ ଶିବ ଶଙ୍କର ନାୟକ
ଡଃ ଅକ୍ଷୟ କୁମାର ଦାସ
ଡଃ. ଧରଣୀଧର ଜେନା
ସୁକାନ୍ତ କିଶୋର ମହାନ୍ତି
ସୁଜିତାଭ ଶତପଥୀ
ପୁରସ୍କାର ଚୟନ କମିଟି ସଦସ୍ୟ ହେଲେ
ଅଧ୍ୟକ୍ଷ – ଉପସଭାପତି , ଡଃ ସୁବସିନୀ ଲେଙ୍କା
ଆବାହକ – ସମ୍ପାଦ ଯୁଗ୍ମସମ୍ପାଦକ
ଏକ୍ସ ଓଫିଶିଓ ସଭ୍ୟ – ପ୍ରକାଶନ ସଂପାଦକ , ଡାକ୍ତର ଶଚ୍ଚିଦାନନ୍ଦ ଶତପଥୀ
ସଭ୍ୟ ;- ନିରଞ୍ଜନ ପାତ୍ର
ଡଃ. ଭାରତୀ ବେହେରା
ଡଃ. ହେମନ୍ତ କୁମାର ପରିଡ଼ା
ଡାକ୍ତର ବରଦା ଚରଣ ମହାନ୍ତି
ଡଃ. ଜ୍ୟୋତିଷ ଚନ୍ଦ୍ର ମହାନ୍ତବିଦ୍ୟାଳୟ କାର୍ଯ୍ୟକ୍ରମ ସଭ୍ୟ -ମହେନ୍ଦ୍ର କୁମାର କାୟସ୍ଥ୍ୟ୍ ପ୍ରକାଶ ରଞ୍ଜନ ଦାସ ସୁଲୋଚନା ଦାଶ
ସଂଚାର ସମ୍ପାଦକ :–
ଡାକ୍ତର ଦୀପକ ରାଜ୍
ନିର୍ବାଚତ ସଭ୍ୟ ମାନଙ୍କୁ ସ୍ଵାଗତ କରାଯିବ ସହିତ ଧନ୍ୟବାଦ ଅର୍ପଣ କରାଯାଇଥିଲା।

Leave a Reply

Your email address will not be published. Required fields are marked *