“ଶ୍ରୀ‌ଦିବ୍ଯା ମେମୋରିଆଲ ଟ୍ରଷ୍ଟ ଦ୍ବାରା ଶ୍ରୀ ଦିବ୍ୟାଙ୍କ ଜନ୍ମଦିନର ସ୍ମୃତି ଉଦ୍ଦେଶ୍ୟରେ ଅନୁଷ୍ଠିତ ହେଲା ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯକ୍ରମ”


ବାରିପଦା /ଉଦଳା(କ:ବ୍ଯୁ)ତା୨୯/୦୭/୨୦୨୬ ରିଖ ବୁଧବାର ଦିନ ଶ୍ରୀ ବିଦ୍ୟା ମେମୋରିଆଲ ଟ୍ରଷ୍ଟ ଦ୍ୱାରା ଆୟୋଜିତ ସ୍ୱର୍ଗତ ଶ୍ରୀ ବିଦ୍ୟା ଙ୍କ ଜନ୍ମଦିନରେ ଉଦଳା ହସ୍ପିଟାଲ ରେ ଶ୍ରୀ ବିଦ୍ୟା ଙ୍କ ସ୍ମୃତି ଉଦ୍ଦେଶ୍ୟରେ ନିର୍ମିତ ଏସି କ୍ୟାବିନ ସମ୍ମୁଖରେ ଏକ ସ୍ମୃତି ଚାରଣ ସଭାର ଆୟୋଜନ କରା ଯାଇ ଥିଲା , ଉକ୍ତ ସଭାରେ ହସ୍ପିଟାଲ ର ବରିଷ୍ଠ ଶିଶୁ ରୋଗ ବିଶେଜ୍ଞଙ୍କ ଡାକ୍ତର ଲକ୍ଷ୍ମୀ କାନ୍ତ ପତୀ , ରୋଟାରୀ କ୍ଳବ୍ ପ୍ରେସିଡେଣ୍ଟ ରୋଟାରୀ ଆନ୍ ଅଜୟ କୁମାର ବେହେରା, ପତଞ୍ଜଳି ଭାରତ ସ୍ୱାଭିମାନ ଟ୍ରଷ୍ଟ ଜିଲ୍ଳା ପ୍ରଭାରୀ ବ୍ରହ୍ମା ନନ୍ଦ ନାୟକ,ଶ୍ରୀବିଦ୍ୟା ଙ୍କ ମାତା ଶ୍ରୀମତୀ ସୁଭଦ୍ରା ରାଉତ , ପିତା ଶ୍ରୀ ଦୁଳ ମଣି ପୁହାଣ ଶ୍ରୀବିଦ୍ୟା ଟ୍ରଷ୍ଟ ର ପ୍ରତିଷ୍ଠାତା ଏବଂ ଟ୍ରଷ୍ଟ ର ସଦସ୍ୟ, କଇଁ ସାରି ଗ୍ରାମ ର ସ୍ଵେଚ୍ଛା ସେବି ସଦସ୍ୟ ବୃନ୍ଦ ଉପସ୍ଥିତ ଥିଲେ। ଶ୍ରୀବିଦ୍ୟା ଙ୍କ ଉଦ୍ୟେସ ରେ ନିର୍ମିତ ଟ୍ରଷ୍ଟ ର ଅନେକ ସେବା ମୂଳକ କାର୍ଯ୍ୟ ପାଇଁ ଡାକ୍ତର ପତି ପ୍ରଶଂସା କରିଥିଲେ।ଏବଂ ବଣ୍ଟନ କ୍ରିୟାରେ ସହ ଯୋଗ କରିଥିଲେ ଏବଂ ପରେ ହସ୍ପିଟାଲ ର 247 ରୋଗୀଙ୍କୁ ଫଳ ବିସ୍କୁଟ ଏବଂ ରୋଟି ର ପ୍ୟାକେଟ ବଣ୍ଟନ କରା ଯାଇ ଥିଲା,ପରେ ଉଦଳା ଅନାଥାଶ୍ରମ ରେ 18 ଜଣ ପିଲାଙ୍କୁ ମଧ୍ୟ ସେହି ଫଳ ବିସ୍କୁଟ ବ୍ରେଡ ର ପ୍ୟାକେଟ ବଣ୍ଟନ କରା ଯାଇଥିଲା।
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *