କଟକ ମହାନଦୀ ବ୍ୟାରେଜ ଗେଟ ରେ ଅଜଣା ମୃତଦେହ।

କଟକ : ସକାଳୁ ସକାଳୁ ମୃତଦେହ ଭାସି ବ୍ୟାରେଜ ନିକଟରେ ଲାଗିଛି।

ତେବେ ମୃତକଙ୍କ ପରିଚୟ ମିଳିନାହିଁ।

ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ମୃତ ଦେହ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି।

ସ୍ଥାନୀୟ ଲୋକମାନେ ମୃତଦେହ ଭାସୁଥିବା ଦେଖି ପୋଲିସ କୁ ଖବର ଦେଇଥିଲେ।

ତେବେ ଏହି ଗୋଟିଏ ମାସ ମଧ୍ୟରେ କଟକ କାଠଯୋଡି ଓ ମହାନଦୀ ରୁ ଏମିତି ବହୁତ ଅଜଣା ମୃତ ଦେହ ପୋଲିସ ଉଦ୍ଧାର କରୁଛି। କିନ୍ତୁ କାହାର ମଧ୍ୟ ପରିଚୟ ମିଳୁନାହିଁ।

Leave a Reply

Your email address will not be published. Required fields are marked *