
ଚଣ୍ଡିଖୋଲ,୯/୭ (କ.ଵ୍ୟୁ) (ପ୍ରଶାନ୍ତ କୁମାର ଜେନା) : ଭାରତ- ନେପାଳ ମୈତ୍ରୀ ସଂଘ ର ନିମନ୍ତ୍ରଣ କ୍ରମେ ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସ୍କଫ୍ ) ର ଏକ ୩୦ଜଣିଆ ସର୍ବ ଭାରତୀୟ ପ୍ରତିନିଧି ଦଳ, ସର୍ବ ଭାରତୀୟ ସାଧାରଣ ସଂପାଦକ ବିଜୟ କୁମାର ପଢ଼ିଆରୀ ଙ୍କ ନେତୃତ୍ବର ଆଜି ନେପାଳ ଯାତ୍ରା କାରିଛନ୍ତି।