
କଟକ : ତା. ୦୩.୦୬.୨୦୨୬ ରିଖରେ କଟକ ଜିଲ୍ଲା ଅବକାରୀ ଅଧିକ୍ଷକ, ଶ୍ରୀ କରୁଣା ଶଙ୍କର ତିୱାରୀ ଙ୍କ ନିର୍ଦେଶ କ୍ରମେ କଟକ ଜିଲ୍ଲା ର ମୋବାଇଲ ସ୍କ୍ୱାର୍ଡ ମାହାଙ୍ଗା ଥାନା ଅନ୍ତର୍ଗତ ଅଲି ନଗର ଗ୍ରାମ ଠାରେ ଚଢ଼ାଉ କରିଥିଲା l
ଉକ୍ତ ଚଢ଼ାଉ ସମୟରେ ଆସାମୀ ସୁକୁଦେବ ସାମଲ ଓ ବିଦୁଲତା ସାମଲ ଙ୍କର ଘର ମଧ୍ୟରୁ – ୧ – ସ୍ପିରିଟ – ୧୪ ଲିଟର , ୨- ଡୁପ୍ଲିକେଟ ବିଦେଶୀ ମଦ – ୧୮୦ ଗୋଟି ବୋତଲ ( ପ୍ରତେକ ୧୮୦ ମି.ଲି ) = ୩୨.୪୦୦ ଲିଟର , ୩- ଡୁପ୍ଲିକେଟ ଲେବେଲ – ୬୦୦ (Mc Dowell No.-1 Rum) + ୪୦୦ (Royal Stag Whiskey) = ୧୦୦୦ , ୪ – ଇ ଏ ଏଲ (EAL) – ୧୧୪୦ ଗୋଟି , ୫ – ଖାଲି କାଚ ବୋତଲ – ୨୦୦ (Mc Dowell No.-1 Rum) + ୮୦ (Royal Stag Whiskey) = ୨୮୦ ଗୋଟି , ଠିପି – ୪୧୦ ଗୋଟି ବରାମଦ କରି ଜବତ କରାଯାଇଥିଲା ( Seizure Details) l
ଏହି ସଂକ୍ରାନ୍ତରେ ୧ ଗୋଟି ମାମଲା ରୁଜୁ କରାଯାଇ ଉକ୍ତ ଘର ମଧ୍ୟରୁ ୨ ଜଣଙ୍କୁ ଗିରଫ କରାଯାଇଅଛି l
ମାମଲା ସମ୍ପର୍କୀୟ ସବିଶେଷ ବିବରଣୀ ( Case Details) :-
ଉକ୍ତ ଚଢ଼ାଉରେ Bhaktabastal Barma , IIC, Dist. Mobile ୟୁନିଟ, Akshaya kumar Jena S I, Jaya prakash Behuria ASI, Ajay kumar Jena, Debabrata, Shankar singh & Monalisha Sahu ଙ୍କ ସମେତ ଅନ୍ୟ ଅବକାରୀ କର୍ମଚାରୀ ଉପସ୍ଥିତ ଥିଲେ ( Raiding Team) l
ଜବତ duplicate ବିଦେଶୀମଦ ଓ ଅନ୍ୟାନ୍ୟ ସରଞ୍ଜାମ ର ଆନୁମାନିକ ମୂଲ୍ୟ ଟ.-1,79,360 /-