“ଆଜିକାର ପ୍ରସ୍ତାବିତ ବଜେଡି ମୟୂରଭଞ୍ଜ ବନ୍ଦ ସମର୍ଥନରେ କଂଗ୍ରେସ ସାମିଲ୍”

ବାରିପଦା/ଉଦଳା( କ ବ୍ୟୁ )
ତା୧୮\୦୪\୨୦୨୬ :
ରୁପାଲୀ ବେସ୍ରା ଙ୍କର ମୃତ୍ୟୁ ଘଟଣା ରେ ରାଜ୍ୟ ସରକାର ଙ୍କର ଅପାରଗତା ପ୍ରତିବାଦ ରେ ମୟୁରଭଞ୍ଜ ବନ୍ଦ କୁ କଂଗ୍ରେସ ର ସମ୍ପୂର୍ଣ୍ଣ ସମର୍ଥନ।
ଉଦଳା କଂଗ୍ରେସ, ପି. ସି. ସି ସଭାପତି ଭକ୍ତ ଚରଣ ଦାସ ଙ୍କ ନିର୍ଦେଶରେ ଓ ମୟୁରଭଞ୍ଜ ଜିଲ୍ଲା ସଭାପତି ପୂର୍ଣ୍ଣ ଚନ୍ଦ୍ର ବିଶ୍ୱାଳ ଙ୍କ ଆହ୍ୱାନ କ୍ରମେ ରୁପାଲୀ ବେସ୍ରା ଙ୍କ ମୃତ୍ୟୁ ଘଟଣା ରେ ରାଜ୍ୟ ସରକାରଙ୍କର ଅପାରଗତା ପାଇଁ ମୟୁରଭଞ୍ଜ ବନ୍ଦ କୁ
ଜିଲ୍ଲା ଉପ ସଭାପତି ନାରାୟଣ ପଟ୍ଟନାୟକ
ଅନ୍ୟ ମାନଙ୍କ ମଧ୍ୟ ରେ ପୂର୍ବତନ ବିଧାୟକ ପ୍ରାର୍ଥ ତଥା ଆଦିବାସୀ କଂଗ୍ରେସ ର ରାଜ୍ୟ ସମ୍ପାଦକ ଦୁଖୀ ଶ୍ୟାମ ମୁର୍ମୁ, ପଣ୍ଡିତ ଚକ୍ରଧର ଦଳେଇ, ବୀଣାକାର ସାହୁ, ଶରତ ଚନ୍ଦ୍ର ମାର୍ଣ୍ଡି, ବିନୋଦ ଘୋଡେଇ,ଜିଲ୍ଲା ସାଧାରଣ ସମ୍ପାଦକ ନଲିନି ପଟ୍ଟନାୟକ
ପୂର୍ବତନ ଟାଉନ ସଭାପତି ସଂଜୀବ କୁମାର ମହାନ୍ତି, ନବ ନିଯୁକ୍ତ ଟାଉନ ସଭାପତି ମୌକ୍ଷ ନାରାୟଣ ଦାସ ଓ ଚନ୍ଦନ କୁମାର ମିଶ୍ର, ଜୟନାରାୟଣ ହାଁସଦା, ମାନସ ସେଠି, ଉତ୍ତମ ବେହେରା ବ୍ଲକ ସଭାପତି ସେକ କଲମୁଦ୍ଦିନ ଜିଲ୍ଲା ସମ୍ପାଦକ ଯୋଗେନ୍ଦ୍ର ବର୍ଷାଳିଆ, ପ୍ରଲ୍ଲାଦ ବେହେରା, ତାପସ ନାୟକ, କିସାନ କଂଗ୍ରେସ ର ପ୍ରତିନିଧି ଗଣ ଓ ଅନ୍ୟ ମାନେ ଉପସ୍ଥିସ ରହି ମୟୁରଭଞ୍ଜ ବନ୍ଦ କୁ ସଫଳ କରିଥିଲେ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି

Leave a Reply

Your email address will not be published. Required fields are marked *