“ଅନାସ୍ଥା ବିରୁଦ୍ଧରେ ତାତିଲେ ପଞ୍ଚାୟତବାସୀ”

ବାରିପଦା-ଉଦଳା(କ:ବ୍ଯୁ)ତା୦୧\୧୧\୨୫
କପ୍ତିପଦା ବ୍ଳକ-ଜଡିଦା ଗ୍ରାମ ପଞ୍ଚାଯତର ସରପଞ୍ଚ ମୀନତି ରାଣୀ ମଢେଇଙ୍କ ବିରୁଦ୍ଧରେ ପଞ୍ଚାୟତର କଛି ୱାର୍ଡ ମେମ୍ବର ଆଣିଥିବା ଅନାସ୍ଥା ପ୍ରସ୍ତାବ ଅବୈଧ ଓ ଉଦ୍ଦେଶ୍ୟ ପ୍ରଣୋଦିତ କହି ପଞ୍ଚାୟତ ଯାକର ସାଧାରଣ ଜନତା ତା୦୧\୧୧\୨୫ ରିଖ ଦିନ ଉପ-ଜିଲ୍ଲା ପାଳଙ୍କ କାର୍ଯ୍ଯାଳୟକୁ ଆସି
ଲିଖିତ ଆକାରରେ ଜଣାଇଛନ୍ତି।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *