

ପାରାଦୀପ : ପାରାଦୀପ ବହୁ ଚର୍ଚ୍ଚିତ ଶ୍ରମିକ ନେତା ସନ୍ତୋଷ କୁମାର ପଟନାୟକ ଙ୍କୁ ବିଜୁ ଜନତା ଦଳର ପୂର୍ବତନ ମୁଖ୍ୟ ମନ୍ତ୍ରୀ ତଥା ବିରୋଧି ଦଳର ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଙ୍କ ତରଫରୁ ଶ୍ରୀ ପଟ୍ଟନାୟକଙ୍କ ଉପରେ ଆସ୍ଥା ଭାଜନ କରି ରାଜ୍ୟ ସମ୍ପାଦକ ଭାବେ ନିଯୁକ୍ତି ଦେଇଥିବାରୁ ଶ୍ରୀ ସନ୍ତୋଷ କୁମାର ପଟନାୟକ ଙ୍କ ନିଜ ତରଫରୁ ବିଜୁ ଜନତା ଦଳର ମୁଖ୍ୟ ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ଅଶେଷ ଅଶେଷ ଅଭିଜ୍ଞତା ଜଣାଇବା ଶହ ପାରାଦୀପ ବିଜୁ ଜନତା ଦଳକୁ ମଜଭୂତ କରିବା ସହ ରାଜ୍ୟ ସମ୍ପାଦକ ଭାବରେ ଦଳର ମୁଖିଆ ଙ୍କ ନିର୍ଦ୍ଦେଶ ରେ ସମ୍ପୂର୍ଣ କାର୍ଯ୍ୟ ତୁଲାଇବା ପାଇଁ ପ୍ରତିଶ୍ରୁତି ଦେଇଥିବା ଦେଖିବାକୁ ମିଳିଛି l ଏଥି ପାଇଁ ପାରାଦୀପ ବିଜୁ ଜନତା ଦଳର ବହୁ କର୍ମୀ ଓ ନେତାମାନେ ଶ୍ରୀ ସନ୍ତୋଷ କୁମାର ପଟନାୟକ ଙ୍କୁ ପୁଷ୍ପ ଗୁଛ ଦେଇ ସମ୍ମାନିତ କରିଥିବା ଦେଖିବାକୁ ମିଳିଛି l ପାରାଦୀପ ରୁ ପୁରୁଷୋତ୍ତମ ଶତପଥି ଙ୍କ ରିପୋର୍ଟ