କଟକ : କଟକ ମହାନଗର ନିଗମ ପକ୍ଷରୁ ଆଜି ଶୁକ୍ରବାର ଦିନ ସହରରେ ଦୁଇ ବରପୁତ୍ରଙ୍କର ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି. ଖାନନଗର…
Day: October 10, 2026
ବିଶ୍ଵ ମାନସିକ ସ୍ଵାସ୍ଥ୍ୟ ଦିବସ 🌹10 Oct: World Mental Health Day
ଶାରୀରିକ ସ୍ବାସ୍ଥ୍ୟ ନିରୋଗେ ସୁନ୍ଦରଦୃଶ୍ୟମାନ ହୃଷ୍ଟପୁଷ୍ଟ,ମାନସିକ ସ୍ବାସ୍ଥ୍ୟ ମନ ଓ ମସ୍ତିଷ୍କଉତ୍ତମ ଧୀଶକ୍ତି ଦୃଷ୍ଟ । ବିଭିନ୍ନ ପ୍ରକାର ଆଘାତ ବିପଦଅସଫଳ…
ବିଶ୍ଵ ଅଣ୍ଡା ଦିବସ 🥚 🥚 World Egg Day 🥚 😱2nd Friday of October (9th Oct.)
ବିଭିନ୍ନ ପ୍ରକାର ଆହାର ମଧ୍ଯରେଅଣ୍ଡା ଯେ’ ଶକ୍ତି ପୋଷଣ,ଅନ୍ତର୍ ଜାତୀୟ ଅଣ୍ଡା କମିଶନଗଠନେ ମୂଳ କାରଣ । ଊନବିଂଶ ଶତ ଛୟାନବେ…
ବିଶ୍ଵ ଡାକ ଦିବସ 🙏 📮9th Oct : World Post Day📮
ଅଘଟଣ ଅବା ଘଟଣା ଖବରଘୂରଇ କାନରୁ କାନ,ଲିଖିତ ଖବର ହାତରୁ ହାତକୁବୋହିନେଇଥାଏ ଜନ । ରାଜା-ରାଜୁଡ଼ାଙ୍କ ଶାସନ କାଳରେଦୂତ ବା ପତ୍ରବାହକ,ଖବରକୁ…
ହବିଷ୍ୟାଳୀ ବ୍ରତ ପାଇଁ ସମୀକ୍ଷା ବୈଠକ ଅନୁଷ୍ଠିତ
ପୁରୀ ୯/୧୦(କ ବ୍ୟୁ) : ଚଳିତ ବର୍ଷ ର ହବିଷ୍ୟାଳୀ ବ୍ରତ ବା ରାଈଦାମୋଦର ବ୍ରତ ଅକ୍ଟୋବର ୨୬ ତାରିଖରୁ ଆରମ୍ଭ…
କାଦୁଆ ଆଶ୍ରମ ରେ ଗୋପବନ୍ଧୁ ଜୟନ୍ତୀ ଅନୁଷ୍ଠିତ
ସତ୍ୟବାଦୀ/ପୁରୀ ୯/୧୦(କ ବ୍ୟୁ) : ସତ୍ୟବାଦୀ କାଦୁଆ ଆଶ୍ରମ ଠାରେ ପରିଚାଳନା କମିଟି ଗୋପବନ୍ଧୁ ଦରିଦ୍ର ନାରାୟଣ ସଂଘ, ସତ୍ୟବାଦୀ ବିକାଶ…
ପୁରୀ ରେ ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ଜୟନ୍ତୀ ପାଳିତ
ସତ୍ୟବାଦୀ/ପୁରୀ ୯/୧୦ (କ ବ୍ୟୁ): ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ଜୀବନୀ,କର୍ମ ତତପରତା,ତ୍ୟାଗ ଓ ସେବା ଚିର ଅମର।ଆଜିର ଯୁବ…