
ବାରିପଦା -ଉଦଳା,ତା୧୦/୦୯/୨୦୨୬
(କ: ବ୍ଯୁ) ଉଦଳା ସଂରକ୍ଷିତ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଶ୍ରୀନାଥ ସୋରେନ ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ଉପ-ଖଣ୍ଡର “କପ୍ତିପଦା,ଉଦଳା, ଶ୍ରୀରାମଚନ୍ଦ୍ରପୁର,ଖୁଣ୍ଟା ଓ କୁଆମରା ପ୍ରଭୃତି ସରକାରୀ ଡାକ୍ତରଖାନା ଗୁଡ଼ିକରେ ବର୍ଷ,ବର୍ଷ ଧରି ଭେଷଜ ବିଶେଷଜ୍ଞ(Medicine-Specialist) ଡାକ୍ତର ନ ଥିବା ଯୋଗୁଁ ଅଞ୍ଚଳ ଲୋକମାନେ ଚିକିତ୍ସା ବଞ୍ଚିତ ହୋଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଏହାର ସହଳ ସମାଧାନ ପାଇଁ ଓଡ଼ିଶାର ମାନ୍ଯବର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମାନ୍ୟବର ଶ୍ରୀ ଯୁକ୍ତ ଡଃ:ମୁକେଶ ମହାଲିଙ୍ଗଙ୍କୁ
ଅନୁରୋଧ କରିଛନ୍ତି।
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)