ଅନୁଗୋଳ ଜିଲ୍ଲା କୁ ୧୭ ପଦକ .୩ ସୁର୍ଣ୍ୟ, ୨ ରୌପ୍ୟ,୧୨ ବ୍ରିଞ୍ଜେ

ଅନୁଗୋଳ ୩୦/ ୮/୨୦୨୬,
ଉଶୁ ଆସୋସିଏନ ଅନୁଗୋଳ ତରଫରୁ ଝାରସୁଗୁଡ଼ା ଜିଲ୍ଲା ବେଲପାହଡ଼ ଠାରେ ଅନୁଷ୍ଠିତ ହେଇଥିବା ୩୨ତମ ଜାତୀୟ ଉଶୁ ଚାମ୍ପିଅନସିପ ୨୦୨୬,
ଏଥିରେ ଅନୁଗୋଳ ଜିଲ୍ଲା ରୁ ୨୮ ଜଣ ବିଭିନ୍ନ କ୍ୟାଟେଗୋରୀ ର ପ୍ଲାୟର ସହିତ କୋଚ୍, ମ୍ୟାନେଜର ଊଷୁ ଚାମ୍ପିଅନସିପ ଗସ୍ତ୍ୟ କରିଥିଲେ,
ଆଜି ର ଜାତୀୟ କ୍ରୀଡ଼ା ଦିବସ ଅବସରରେ ଅନୁଗୋଳ ଉଶୁ ଆସୋସିଏସନ୍ ଉଶୁ ଖେଳ ରେ ଜିଲ୍ଲା ଲାଗି ସୁନାମ ଅର୍ଜନ କରିଥିବା କୃତୀ ପ୍ରତିଯୋଗୀ ମାନଙ୍କୁ ଜିଲ୍ଲା ର ବିଧାୟକ ଓ ଉଶୁ ଆସୋସିଏସନ ସଭାପତି ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଅକ୍ଷୟ କୁମାର ସେଠ, ଆଥେଲେଟିକ ସଙ୍ଘ ର ଆଇନୀ ଜିବୀ ଶ୍ରୀ ପ୍ରଦୀପ ଦେବତା,ଜିଲ୍ଲା କ୍ରୀଡା ସଂସଦ ର ବରିଷ୍ଠ କ୍ରୀଡ଼ାବିତ ଶ୍ରୀ ରମେଶ ଚନ୍ଦ୍ର ସାହୁ,ଅନୁଗୋଳ ଜିଲ୍ଲା କୁ ୩ ସ୍ୱର୍ଣ୍ଣ ହେଲେ ( ବିଶ୍ୱାମିତ୍ର ବେହେରା, ଅଭିଜିତ ପ୍ରଧାନ.ଚିତ ରଂଜନ ମହନ୍ତ ସୁର୍ଣ୍ୟ), ରୋପ୍ୟା ରେ (ଅନ୍ୟାନ୍ୟ ଦାସ,ଆରୀୟନ୍ ବେହେରା) କାଂସ୍ୟ ପଦକ ରେ ହେଲେ ,୧୨ ଜଣ (ସ୍ମିତମନ୍ସନି ବେହେରା,ସାଇ ସିଦ୍ଧି ସାହୁ, ହିପ୍ସିତା ପ୍ରଧାନ,ଗାୟତ୍ରୀ ବେହେରା, ଶୁଭଶ୍ରୀ ବେହେରା, ସଫିଆ ଇଯାଜ୍,ପ୍ରିୟଙ୍କା ବେହେରା, କୁନା ସାହୁ, ଶୁଭମ୍ ଦାସ,ସାନ ନାଥ ଶର୍ମା, ସତ୍ୟଜିତ୍ ଦେହୁରୀ, ମୌସମୀ ପ୍ରଧାନ ) ସହ ଅଂଶ୍ରହଣ ରେ ଶାଳିନୀ ସାହୁ,ଆଶା ବେହେରା, ଏଷର୍ତ ନିଶା, ଦୀପଙ୍କର ଦେହୁରୀ,ରଜତ ବିଶ୍ୱାଳ ପ୍ରତିଯୋଗୀ ଭାବରେ ଅଂଶଗ୍ରହଣ କରିଥିଲେ।
ଏଥିରେ ମ୍ୟାନେଜର ଭାବରେ ରେ ସୁନତି ଦାସ ,ପାପୁନ ସାମନ୍ତ ଓ କୋଚ୍ ଭାବେ (ବବୁଲ ମୁଣ୍ଡା ଅନ୍ତ୍ରଜାତୀୟ ପଦକ ବିଜେତା)ଅରୁଣ ନାଏକ, ଓ ବିନୋଦ କୁମାର ନାଏକ ଜଜ୍ ଓ ଅନୁଗୋଳ ଜିଲ୍ଲା ସାଧାରଣ ସମ୍ପାଦକ ଓ ଆନ୍ତର୍ଜାତୀୟ ଉସୁ ଜଜ୍ ଶ୍ରୀ ସୁଶାନ୍ତ ନାଏକ ପ୍ରମୁଖ ଯୋଗଦାନ କରିଥିବା ସମସ୍ତ ସଦସ୍ୟ କୁ ଅଭିନନ୍ଦନ ଜଣାଇଛନ୍ତି।
ଏଥି ସହିତ ୱର୍କିଙ୍ଗ ପପ୍ରେସିଡେଣ୍ଟ ଶ୍ରୀ ଦିନେଶ ପ୍ରଧାନ , ମେରା ଯୁବ ଭାରତ ଅନୁଗୋଳ ଜିଲ୍ଲା ଯୁବ ଅଧିକାରିଣୀ ପୂଜା ୟାଦବ ଓ ତପନ କୁମାର ସାମଲ ଉପସ୍ଥିତ ରହି ସମସ୍ତ କ୍ରୀଡା ପ୍ରତିଭା ମାନକ କୁ ଶୁଭେଚ୍ଛା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *