
ଅନୁଗୋଳ ତା୧୯.୦୮.୨୦୨୬ : ବିଶ୍ୱ ଫଟୋଗ୍ରାଫି ଦିବସ ତଥା ଫଟୋଗ୍ରାଫରର୍ସ ଆସୋସିଏସନ, ଅନୁଗୋଳ (ପା)ର ୧୪ ତମ ବାର୍ଷିକ ଉତ୍ସବ ସ୍ଥାନୀୟ ବ୍ଲାକ ଡ଼ାଇମଣ୍ଡରେ ଅନୁଷ୍ଠିତ ହୋଇ ଯାଇଅଛି । ଏହି ଉତ୍ସବରେ ମାନ୍ୟବର ବିଧାୟକ, ଅନୁଗୋଳ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥ୍ ଭାବେ ଯୋଗ ଦେଇଥିଲେ, ଥିଲେ, ଅନ୍ୟତମ ସମ୍ମାନିତ ଅତିଥୁ ରୂପେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରତାପ ପ୍ରିତିମୟ, ଶ୍ରୀଯୁକ୍ତ ଅକ୍ଷୟ କୁମାର ସାମନ୍ତ ଯୋଗଦାନ କଟି କରିଥିଲେ । ସଂଘ ସଂଘର ଉପଦେଷ୍ଟା ଶ୍ରୀଯୁକ୍ତ ଭୂପେଶ ଚନ୍ଦ୍ର ପ୍ରଧାନ ଓ ସଂପାଦକ ସରୋଜ ସାମଲ ସଭାରେ ଉପସ୍ଥିତ ଥିଲେ । ଅତିଥୁ ମାନେ ବର୍ତମାନ ଯୁଗରେ ଫଟୋଗ୍ରାଫି ଓ ଶିଳ୍ପ ସମୃଦ୍ଧ ଅନୁଗୋଳ ଜିଲ୍କ ଜିଲ୍ଲାର ସ୍ଥିତି କୁ ) କୁ ନେଇ ଫଟୋଗ୍ରାଫର ମାନଙ୍କର ଉତରୋତର ଉନ୍ନତି କାମ କାମନା କରିଥିଲେ । ମୁଖ୍ୟ ଅତିଥୁ ସଂଘକୁ ନିଜସ୍ଵ ଜାଗା ଓ ଘର ପ୍ରଦାନ ନିମନ୍ତେ ପ୍ରତିଶୃତି ଦେଇଛନ୍ତି ।
ସଂଘର ବିଭିନ୍ନ କର୍ମଶାଳା, ରକ୍ତଦାନ ଶିବିର ବିଶେଷ ଭାବରେ ପରିବେଶର ରକ୍ଷା ପାଇଁ ବୃକ୍ଷ ରୋପଣ ଉପରେ ବିଶେଷ ଧ୍ୟାନ ଦେଲେ ଭଲ ହେବ ବୋଲି ଆଶା କରିଥିଲେ
ଜିଲାର ବିଭିନ୍ନ ପ୍ରାନ୍ତରୁ ୧୦୦ ରୁ ଅଧୂକ ଫଟୋଗ୍ରାଫର ଆସି ଘର ସମସ୍ତ କର୍ମକର୍ତା ଉକ୍ତ ଉତ୍ସ ଉତ୍ସବରେ ଯୋଗଦାନ କରିଥିଲେ । ସଂଘ କାର୍ଯ୍ୟ ସ ସମ୍ପାଦନାରେ ସାହାଯ୍ୟ ସହଯୋଗ କରିଥିଲେ ।