ପରିତୋଷ ସର୍ଭିସ ଏଜେନ୍ସୀ ପକ୍ଷରୁ ଶ୍ରୀରାମଚନ୍ଦ୍ର ଭଞ୍ଜଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ, ୧୬/୦୮ : ୮୦ ତମ ସ୍ୱାଧୀନତା ଦିବସ ଅବସରରେ ପରିତୋଷ ସର୍ଭିସ ଏଜେନ୍ସୀର ପ୍ରତିଷ୍ଠାତା, ଇଞ୍ଜିନିୟର ତଥା ସମାଜ ସେବୀ ବଳରାମ ସାହୁ SCB ମେଡିକାଲ ସ୍ଥିତ ଶ୍ରୀ ରାମଚନ୍ଦ୍ର ଭଞ୍ଜଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ l ସେଠାରେ ଉପସ୍ଥିତ ଥିବା ସମସ୍ତ କର୍ମଚାରୀଙ୍କୁ କର୍ମ, ସଚ୍ଚୋଟ ଓ ଦାୟିତ୍ୱ ସମ୍ପୂର୍ଣ୍ଣ ହୋଇ କାର୍ଯ୍ୟ କରିବା ପାଇଁ ଆହ୍ୱାନ ଦେଇଥିଲେ ଏହି କାର୍ଯ୍ୟକ୍ରମରେ ଆଦି ଚନ୍ଦ୍ର ରାଉତ, ଅନୁସୟା ଦାସ, ସୂର୍ଯ୍ୟପଟ୍ଟନାୟକ, ଶ୍ରୀମତୀ -ସୁଜାତା ଜେନା, ସବିତା ବେହେରା, ସନ୍ତୋଷ କୁମାର ସ୍ୱାଇଁ, ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ l ସବିଶେଷରେ ମିଷ୍ଠlନ୍ନ ବଣ୍ଟନ କରାଯାଇଥିଲା l

Leave a Reply

Your email address will not be published. Required fields are marked *