
କଟକ : Sunshine ପଡ଼ିଆ ଗାନ୍ଧୀ ଭବନ ଠାରୁ ପୁରୀଘାଟ ଗାନ୍ଧୀ ମୂର୍ତ୍ତି ପର୍ଯ୍ୟନ୍ତ ଯାଇଥିଲା।
ଏଥିରେ ଶତାଧିକ ଲୋକ ଯୋଗ ଦେଇଥିଲେ। ଜିଲ୍ଳା କଂଗ୍ରେସ କମିଟି ସଭାପତି ଶ୍ରୀ ପ୍ରଦିପ୍ତ କୁମାର ଦାସଙ୍କ ନେତୃତ୍ୱରେ ଏହି ପଦଯାତ୍ରା ହୋଇଥିଲା।
ଏଥିରେ ରବୀନ୍ଦ୍ର କୁମାର ମଲ୍ଲିକ, ପୂର୍ବତନ ବିଧାୟକ, ସୁରେଶ ମହାପାତ୍ର, ବରିଷ୍ଠ ନେତା, ଜିଲ୍ଲା ମହିଳା କଂଗ୍ରେସ ସଭା ନେତ୍ରୀ, ପ୍ରୀତି ଛନ୍ଦା ନାୟକ, ବିଶ୍ୱଜିତ ମହାନ୍ତି, ବାଙ୍କନିଧି ବେହେରା, ରାମଚନ୍ଦ୍ର ଗୋଛାୟତ, ଜିଲ୍ଲା ଉପସଭାପତି, ସୁଦର୍ଶନ ସାହୁ, ପ୍ରଶାନ୍ତ ବେହେରା, ନଳିନୀ ଉଦଗାତା, ଉଗ୍ରସେନ ଭୂୟାଁ, ପ୍ରିୟବ୍ରତ ଦାସ, ନାରାୟଣ ଦ୍ୱିବେଦୀ, ସୀତାକାନ୍ତ ପଣ୍ଡା, ବିପିନ ପଶାୟତ, ଜଗନ୍ନାଥ ସାହୁ, ଆଶୁତୋଷ ବରାଳ, ହରିହର ପରିଡ଼ା, ସଞ୍ଜୟ ବିଶୋଇ, ବିଶ୍ୱଜିତ ଜେଠୀ, ଶୌକତ ଅଲି, ଶରତ ସାହୁ, ସୁକାନ୍ତ ନନ୍ଦ, ଅମୀୟ ନାୟକ, ଅଞ୍ଜନ ସାହୁ, ଦୀପକ ମହାନ୍ତି, ଆଖୟ କରଣ, ସଚ୍ଚିଦାନନ୍ଦ ନାୟକ, ନୀଳିମା ତ୍ରିପାଠୀ, ମୋନାଲିସା ଦାଶ, ମମତା ସିଂହ, ଉମାବତି ସାମଲ, ତାରିଣୀ ମଲିକ, ବାନାମ୍ବର ଚାନ୍ଦ, କ୍ଷମାନିଧି ପୂଜାରୀ, ଶେଖ୍ ସଦାମ, ନୁର ଆଲମ୍ ଖାନ, ମୁରଲୀ ମନୋହର ଯୋଶୀ, ଅଜିତ୍ ରାଉତ, ଅମରେନ୍ଦ୍ର ବେହେରା, ପ୍ରମୁଖ ଯୋଗ ଦେଇଥିଲେ।