ନୟାଗଡ : ଶ୍ରାବଣ ମାସ ର ଦ୍ୱିତୀୟ ସୋମବାର। ଲଡ଼ୁବାବା ଙ୍କ ପୀଠରେ ୧0 ହଜାର ରୁ ଉର୍ଦ୍ଧ କାଉଡିଆ ଙ୍କ ଜଳ ଲାଗି। ନୟାଗଡ ଜ଼ିଲ୍ଲା ଓଡଗାଁ ବ୍ଲକ ସରଣକୁଳ ରେ ବାବା ଲଡ଼ୁବାବା ବିରାଜ ମାନ। ଶ୍ରାବଣ ମାସ ର ଦ୍ୱିତୀୟ ସୋମବାର ରେ ହୋଇଥିବାରୁ ରାତି ୧୨ ଟାରେ ପହଡ ଖୋଲିଥିଲା। ସମସ୍ତ ନୀତିକାନ୍ତି ପରେ ମହିଳା କାଉଡିଆ ମାନେ ଜଳ ଲାଗିକରିଥିଲେ। ଛୋଟ ପିଲା ପରେ ପୁରୁଷ ମାନେ ଜଳାଲାଗି କରିଛନ୍ତି। ଆଇନି ଶୃଙ୍ଖଳା ପାଈଁ ସରଣକୁଳ SDPO , ୨ ପ୍ଲାଟୁନ ପୋଲିସ ଫୋର୍ସ ଓ ସରଣକୁଳ ପୋଲିସ ସଜାଗ ରହିଛି।
ନୟାଗଡ ରୁ ବିଶ୍ୱନାଥ ଘଡେଇ ଙ୍କ ରିପୋର୍ଟ