ରଥଟଣାରେ ନୂଆ ରେକର୍ଡ; ରାତି ୧୧ ଯାଏଁ ଗଡ଼ିଲା

ପୁରୀ (କ ବ୍ୟୁ):ଚଳିତ ବର୍ଷ ରଥଟଣାରେ ନୂଆ ରେକର୍ଡ ସୃଷ୍ଟି ହୋଇଛି। ଦେଖୁବାକୁ ମିଳି ନ ଥିଲା ତାହା ଦେଖ‌ିବାକୁ ମିଳିଛି। ଏ ବର୍ଷ ବାହୁଡ଼ା ଯାତ୍ରାରେ ରଥଟଣା ପାଖାପାଖୂ ରାତି ୧୧ଟା ପର୍ଯ୍ୟନ୍ତ ଚାଲିଥିଲା I ଶ୍ରୀନଅର ସମ୍ମୁଖରେ ଲକ୍ଷ୍ମୀ ନାରାୟଣ ଭେଟ ପରେ ଶେଷରେ ଲାଗିଥିଲା ନନ୍ଦିଘୋଷ ରଥ | ତେବେ ଏତେ ରାତିଯାଏ ରଥଟଣା ନିଜ ନିକଟ ଅତୀତରେ କେବେ ଦେଖୁବାକୁ ମିଳି ମିଳି ନ ନ ଥିଲା I । ଗବେଷକଙ୍କ ମତରେ ୪୦/୫୦ ବର୍ଷ ବର୍ଷ ହେବ ସେମାନେ ବି ଏତେ ରାତିଯାଏ ରଥଟଣା ହେବା ଦେଖୁ ନ ଥିବା କହିଛନ୍ତି I ଯେହେତୁ ହତୁ ବାହୁଡ଼ା ପରଦିନ ସୁନାବେଶ ଥାଏ, ତେଣୁ ପ୍ରଶାସନ ବାହୁଡ଼ାରେ ତିନିରଥ ସିଂହଦ୍ବାରରେ ଲଗାଇବାକୁ ଚେଷ୍ଟା କରିଥାଏ | ନଚେତ୍ ସୁନାବେଶ ପାଇଁ ବ୍ୟାରିକେଡ୍ ଆଦି ପ୍ରସ୍ତୁତିରେ ସମସ ମସ୍ୟା ହେ ହେବ ତା’ ମାନେ ନୁହେଁ ଯେ, ରାତି ୧୧ଟା ପର୍ଯ୍ୟନ୍ତ ରଥ ଗଡ଼ିବ ବୋଲି ମତ ଦେଇନ୍ତି ଶ୍ରଦ୍ଧାଳୁ |
(ପୁରୀ ଜିଲ୍ଲା ପ୍ରତିନିଧି ବଳରାମ ତ୍ରିପାଠୀ ଙ୍କ ରିପୋର୍ଟ )

Leave a Reply

Your email address will not be published. Required fields are marked *