omsa ପକ୍ଷରୁ ଡାକରା ଦିଆଯାଇଥିବା ଆନ୍ଦୋଳନ କୁ ସମର୍ଥନ ଜଣାଇଇଲା ଏସିବି ଜୁନିୟର ଡକ୍ଟର ଆସୋସିଏସନ

କଟକ, ୩୦ ଜୁନ : ଆସନ୍ତାକାଲି ଡକ୍ଟରସ ଡେ ରେ କଳା ବ୍ୟାଚ ପିନ୍ଧି omsa ପକ୍ଷରୁ ଡାକରା ଦିଆଯାଇଥିବା ଆନ୍ଦୋଳନ କୁ ସମର୍ଥନ ଜଣାଇଇଲା ଏସିବି ଜୁନିୟର ଡକ୍ଟର ଆସୋସିଏସନ। ଏସିବିରେ କଳା ବ୍ୟାଚ ପିନ୍ଧି କାର୍ଯ୍ୟ କୁ ଓଲ୍ହାଇବେ ଜୁନିୟର ଡାକ୍ତର। ଏସିବି ରେ 1000 ରୁ ଉର୍ଦ୍ଧ ଜୁନିୟର ଡାକ୍ତର କଲା ବ୍ୟାଚ ପିନ୍ଧି omsa ର ଆନ୍ଦୋଳନ କୁ ସମର୍ଥନ ଜଣାଇବେ। omsa ପକ୍ଷରୁ 10 ଟି ଦାବି ସରକାର ଙ୍କ ନିକଟରେ ଉପସ୍ଥାପନ କରାଯାଇଥିଲା। ଦାବି ପୂରଣ ନ ହଲେ ଆଗାମୀ ଦିନରେ ଏହି ଆନ୍ଦୋଳନ ତୀବ୍ରତର ହେବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏସିବି ଜୁନିୟର ଡାକ୍ତର ଆସୋସିଏସନ ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *