
ବ୍ରହ୍ମଗିରି (କ ବ୍ୟୁ): ବ୍ରହ୍ମଗିରି ଥାନା ସାତପଡ଼ା ଫାଣ୍ଡି କୃଷ୍ଣପ୍ରସାଦ ବ୍ଲକ୍ ଅଞ୍ଚଳରେ ଜଣେ ୬ ବର୍ଷୀୟ ଶିଶୁକନ୍ୟାକୁ ଦୁଷ୍କର୍ମ ତଥ୍ୟ ଅନୁଧ୍ୟାନ କମିଟି ଗଠନ କଲା କଂଗ୍ରେସ ,
ମାମଲାରେ ଗିରଫ ଅଭିଯୁକ୍ତ ଶିବାଜୀ ବେହେରା(୨୦) ଆଜି ଜେଲ ଯାଇଛି। ପୁଲିସ ଘଟଣାକୁ ଅତ୍ୟନ୍ତ ଗୁରୁତର ସହ ନେଇ ତଦନ୍ତକୁ ଜୋରଦାର କରିଛି। ପୁଲିସ ପକ୍ଷରୁ ବଛା ବଛା ଅଧିକାରି ଘଟଣାରେ ସମ୍ପୃକ୍ତ ରହି ତଦନ୍ତ ଜାରି ରଖିଛନ୍ତି। ଘଟଣା ଟଣା ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ପୁଲିସ ଏହାକୁ ରେଡ୍ ରେ ଫ୍ଲାଗ୍ ଶ୍ରେଣୀଭୁକ୍ତ କରି ତଦନ୍ତକୁ ତ୍ବରାନ୍ବିତ କରିଛି ସୂଚନାଯୋଗ୍ୟ σα ପୁଲିସ ଅଭିଯୋଗ ଉପରେ ୧୮୩/୨୬ରେ १४(१)/९१० (१)/९११(१ (9) ବିଏସ୍ଏସ୍ ଏବଂ ୬ ଓ ୪ ପୋକ୍ସୋ ଆକ୍ଟରେ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲା । ଗତକାଲି ଅଭିଯୁକ୍ତକୁ ପୁଲିସ ଚିଲିକା କୂଳରୁ ଶିବାଜୀକୁ ଗିରଫ କରିବାରେ ସକ୍ଷମ ହୋଇଥିଲା। ଆଜି ଅଭିଯୁକ୍ତର ଡାକ୍ତରୀ ମାଇନା କରାଯିବା ସହିତ କୋର୍ଟଚାଲାଣ କରାଯାଇଥିଲା। ସେଠାରେ ତା’ର ଜାମିନ ନାମଞ୍ଜୁର ହେବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ବ୍ରହ୍ମଗିରି ଥାନା ଆଇଆଇସି ବାମଦେବ ସ୍ବାଇଁ କହିଛନ୍ତି ।
୨ ପୋକ୍ସୋ ଅଭିଯୁକ୍ତ ଏବେ ବି ଫେରାର
ବ୍ରହ୍ମଗିରି, ୨୩/୪(ଇମିସ): ଗତମାସରେ ଅରଖକୁଦା ମେରାଇନ ଥାନା ଅଞ୍ଚଳରେ ଏକ ପୋସ୍କୋ ମାମଲାକୁ ରଫାଦଫା କରିବାକୁ ମୁଣ୍ଡ ଗଡ଼ିଲା I ଯଦୁପୁର ଗାଁର ୭୨ ବର୍ଷୀୟା ବୃଦ୍ଧା ଲକ୍ଷ୍ମୀ ବେହେରାଙ୍କ ଜ୍ଵାଇଁର ଭାଇ ବଙ୍କୁଲି ବାଡ଼ିରେ ପିଟି ପିଟି ହତ୍ୟା କଲା ଏହି ହତ୍ୟାକାଣ୍ଡରେ ମୁଖ୍ୟ । ଅଭିଯୁକ୍ତ ଗିରଫ ହେବା ସହିତ ପୋସ୍କୋ ମାମଲା ଲାକୁ ରଫାଦଫା କରିବାକୁ ଉସୁକାଇ ଥିବା ଅଭିଯୁକ୍ତକୁ ପୁଲିସ ବାନ୍ଧି କୋର୍ଟଚାଲାଣ କରାଯାଇଛି। କିନ୍ତୁ ପୋକ୍ସ୍ ମାମଲାରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ଆଜି ବି ଫେରାର ରହିଛି। ସେହିପରି ପୁରୀ ସଦର ଥାନା ଅଞ୍ଚଳରେ ବ୍ରହ୍ମଗିରି ବ୍ଲକ୍ ଅଧୀନରେ ଜଣେ ପଞ୍ଚମ ଶ୍ରେଣୀର ଛାତ୍ରୀକୁ ବିଦ୍ୟାଳୟ ଭିତରେ ଜଣେ ଶିକ୍ଷକ ଦୁଷ୍କର୍ମ କରିଥିବା ଭଳି ସଙ୍ଗିନ ଘଟଣା ଘଟାଇବା ଚର୍ଚ୍ଚା ହେଲା ଏହି ଘଟଣାକୁ ମଧ୍ୟ ରଫାଦଫା କରି ଦିଆଯାଇଥିବା ସବୁଠି ଚର୍ଚ୍ଚା ହେଲା ପରେ ସମସ୍ତେ ଚୁପ୍ ରହିଲେ। ଚଳିତ ଥାନା ଅଞ୍ଚଳରେ ଜଣେ ନବମ ଶ୍ରେଣୀର ଛାତ୍ରୀକୁ ଅପହରଣ କରଗଲା। ଅପହରଣ ପରେ ଦୁଷ୍କର୍ମ କରି ଅଭିଯୁକ୍ତ ଫେରାର ହୋଇଗଲା ପୁଲିସ ଏକ ଦୁଷ୍କର୍ମ ସହିତ ଅପହରଣ ମାମଲା ରୁଜୁ କଲା। କିନ୍ତୁ ଆଜି ସୁଦ୍ଧା ଅଭିଯୁକ୍ତ ଗିରଫ କରିପାରିଲା |
ମାସ ୩ ତାରିଖରେ ସହଗିଛି । ମହିଳା ଓ ଶିଶୁ ବ୍ରହ୍ମଗିରିରେ ଅସୁରକ୍ଷିତ
ନାହିଁ। ଅନ ଅନ୍ୟପକ୍ଷରେ ଜଣେ ନାବାଳକକୁ ବିଚ୍ ବଜାରରେ ଦିନ ଦ୍ଵିପ୍ରହରରେ ‘ମୁଁ ଚୋର’ ଳକ ତା ବେକରେ ଝୁଲାଇ ବ୍ରହ୍ମଗିରି ଫଳ ମାନବି ବଜାରରେ ବୁଲାଗଲ ଲା। ଏନେଇ ଅଧିକାର କର୍ମୀଙ୍କ ସମେତ ସ୍ଥାନୀୟ ଜ ଜନସାଧାରଣ ଓ ରାଜନୈତିକ କ ଦଳମାନେ ରାଜରାସ୍ତାରେ ଆନ୍ଦୋ ଦୋଳନ କଲେ। କିନ୍ତୁ ପୁଲିସ କାହରି କଥା ଶୁଣିଲା ନାହିଁ । ଆଜି ପର୍ଯ୍ୟନ୍ତ ପୁଲିସ ଅଭିଯୁକ୍ତକୁ ଧରିବାରେ ସକ୍ଷମ ହୋଇନାହିଁ। ଧୀରେ ଧୀରେ ବ୍ରହ୍ମଗିରି ଅଞ୍ଚଳ ମହିଳା, ଶିଶୁମାନଙ୍କ ପାଇଁ ଅସୁରକ୍ଷିତ ହୋଇପଡ଼ୁଥିବା ଲକ୍ଷ୍ୟ କରାଯାଉଛି।