ପ୍ରଭାତ ଫେରି କାର୍ଯ୍ୟକ୍ରମ

ଅନୁଗୋଳ : ଓଡ଼ିଶା ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସ ଅବସରରେ ସ୍ଥାନୀୟ ଗୋପବନ୍ଧୁ ପାର୍କଠାରେ ମାଲ୍ୟାର୍ପଣ ସହ ଛାତ୍ରଛାତ୍ରୀଙ୍କ ଦ୍ୱାରା ରାଜ୍ୟ ସଙ୍ଗୀତ ଗାନ କରାଯାଇଛି। ଏହା ସହ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ପ୍ରଭାତ ଫେରି କାର୍ଯ୍ୟକ୍ରମ କରାଯାଇଥିଲା।

Leave a Reply

Your email address will not be published. Required fields are marked *