ବ୍ରାଉନସୁଗାର ଜବତ, ୪ ଗିରଫ

ପୁରୀ, ୧୯/୩ (ବଳରାମ ତ୍ରିପାଠି) : ଅପରେସନ ଚକ୍ର ଅଭିଯାନରେ ଟାଉନ ଥାନା ପୁଲିସ ୪ ଜଣକୁ ଗିରଫ କରିବା ସହ…

ଜିଲ୍ଲାସ୍ତରୀୟ ପଖାଳ ଦିବସ ପାଳିତ

ବାରିପଦା(କ ବ୍ୟୁ ) ତା୨୦/୦୩/୨୦୨୬ମୟୂରଭଞ୍ଜ ଜିଲ୍ଲାରେ ଆଜି ଜିଲ୍ଲାସ୍ତରୀୟ “ପଖାଳ ଦିବସ” ବେଶ୍ ଉତ୍ସାହ ଓ ଜାକଜମକରେ ପାଳିତ ହୋଇଯାଇଛି ।…

ପଶ୍ଚିମ ଏସିଆର ସାମ୍ପ୍ରତିକ ଘଟଣାକ୍ରମଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

ନୂଆଦିଲ୍ଲୀ : ପଶ୍ଚିମ ଏସିଆର ଘଟଣାକ୍ରମ ବିଷୟରେ ସରକାରଗଣମାଧ୍ୟମକୁ ନିୟମିତ ଭାବରେ ସୂଚନା ଦେଉଛନ୍ତି। ଏହିକ୍ରମରେଆଜିନୂଆଦିଲ୍ଲୀସ୍ଥିତନେସନାଲମିଡିଆସେଣ୍ଟରଠାରେଆଉ ଏକ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ…

ବେଆଇନ ଗୋ ଚାଲାଣ ମାମଲା ରେ ୮ ଯୁବକ ଗିରଫ , ସାମ୍ବାଦିକ ସମ୍ମିଳନୀ ରେ ଦେଲେ ସୂଚନା ଆରକ୍ଷିକ ଅଧିକ୍ଷକ – ଅମୃତପାଲ କୌର , ଗୋ ରକ୍ଷକ ସାଜିଲେ ଭକ୍ଷକ

ରାଜଗାଙ୍ଗପୁର , (କ.ବ୍ୟୁ ) ୧୯/୨୬ : – ବେଆଇନ ଗୋ ଚାଲାଣ ମାମଲା ରେ ୮ ଯୁବକଙ୍କୁ ଗିରଫ କରିଛନ୍ତି…

“ଉଦଳା ହାଇସ୍କୁଲ  ଆଲୁମିନି ର ଜରୁରୀ  ବୈଠକ ,  ହାଇସ୍କୁଲ ର ୧୬ ଏକର‌ ୮୭ ଡିସିମିଲ ଜମି ଚିହ୍ନଟ ପାଇଁ ପ୍ରସ୍ତାବ”

ବାରିପଦା/ଉଦଳା(କ ବ୍ୟୁ ) ତା୧୯/୩/୨୦୨୬ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ସହର ରେ  ସର୍ବ ପୂରାତନ ଉଦଳା ସରକାରୀ ଉଚ୍ଚ‌ବିଦ୍ୟାଳୟ   ଅଧୁନା…

“ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ନୃତତ୍ତ୍ୱ ବିଜ୍ଞାନ ଓ ଜନଜାତି ଅଧ୍ୟୟନ ବିଭାଗ ତରଫରୁ ଆଠ ଦିନିଆ କର୍ମଶାଳା ଆୟୋଜିତ”

ବାରିପଦା (କ ବ୍ୟୁ ) ତା୧୯/୦୩/୨୦୨୬ : ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ ସହାୟତାରେ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର…