
ଚଣ୍ଡିଖୋଲ ୨/୧୨(କ ବ୍ୟୂ)Associate professor ମନସ୍ବିନୀ ମଧୁମିତା ପଣ୍ଡା ନିଜର ସନ୍ଦର୍ଭ “Recommended system for forecast Exchenge Rate prediction using Deep learning “, ପାଇଁ chitkara University punjab ରୁ ସମ୍ମାନ ସୂଚକ P H D ଡ଼ିଗ୍ରୀ ହାସଲ କରିଛନ୍ତି।Chitkara University ର ପ୍ରଫେସର୍ S,N, Panda, ଏବଂ KIIT University ର ପ୍ରଫେସର ପ୍ରଶାନ୍ତ ପଟ୍ଟନାୟକ ଙ୍କ ତତ୍ତ୍ଵାବଧାନରେ ପ୍ରସ୍ତୁତ ତାଙ୍କର ସନ୍ଦର୍ଭଟି IIIT ଭୁବନେଶ୍ୱର ର ପ୍ରଫେସର ରାକେଶ ବଳବନ୍ତରାୟ ଙ୍କ ଦ୍ଵାରା ଉଚ୍ଚ ପ୍ରଶଂସିତ ହୋଇଛି। ମନସ୍ବିନୀ ଏହା ପ୍ରଭୁ ଜଗନ୍ନାଥ ଙ୍କ ଅପାର କରୁଣା ର ଫଳ ବୋଲି ଅବିହିତ କରିବା ସଙ୍ଗେ ସଙ୍ଗେ ନିଜର ପିତା ବାବା ଭୈରବା ନନ୍ଦ ସ୍ଵୟଂ ଶାସିତ ମହାବିଦ୍ୟାଳୟ ର ବରିଷ୍ଟ ଅବସର ପ୍ରାପ୍ତ ପ୍ରାଧ୍ୟାପକ ତଥା ଏହାର ପରିଚାଳନା କମିଟି ର ପ୍ରାକ୍ତନ ସଭାପତି ବିନାୟକ ପଣ୍ଡା ତଥା। ଧାନମଣ୍ଡଳ ଉଚ୍ଚ ବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସ୍ୱର୍ଣ୍ଣଲତା ଦେବୀ, ଭଉଣୀ ଡକ୍ଟର ଲୋପାମୁଦ୍ରା ପଣ୍ଡା ଇଁ ପରିମିତା ପଣ୍ଡା ଡକ୍ଟର ଯାଜ୍ଞସେନୀ ପଣ୍ଡା ଓ ତାଙ୍କ ର ତିନି ଭିଣୋଇ ଙ୍କୁ ନିଜର ଶ୍ରେୟ ପ୍ରଦାନ କରିଛନ୍ତି କରିଛନ୍ତି