

ଚଣ୍ଡିଖୋଲ୨୩/୧୦,(କ ଵ୍ୟୁ): ଯାଜପୁର ଜିଲ୍ଲାର
ସର୍ବପୁରାତନ ପ୍ରେସ କ୍ଲବ ଭାବେ ପରିଚିତ ଚଣ୍ଡିଖୋଲ ପ୍ରେସ କ୍ଲବର ନୂତନ କର୍ମକର୍ତ୍ତା ଆଜି ସଭା ଗୃହରେ ମନୋନିତ ହୋଇଯାଇଛି l ସଭାପତି ଭାବେ ବରିଷ୍ଠ ସାମ୍ବାଦିକ ତଥା ଉତ୍କଳ ସାମ୍ବାଦିକ ସଂଘ ସାଧାରଣ ସମ୍ପାଦକ ବେଣୁଧର ପଣ୍ଡାଙ୍କୁ ମନୋନିତ କରାଯାଇଥିବା ବେଳେ ସାଧାରଣ ସମ୍ପାଦକ ହେମେଶ ଜେନା, କାର୍ୟ୍ଯକାରି ସଭାପତି ଦିଲ୍ଲୀପ ମହାନ୍ତି, ଆବାହକ ସଞ୍ଜୟ ସ୍ୱାଇଁ, ଉପସଭାପତି ପ୍ରଶାନ୍ତ ଜେନା, ସମରେନ୍ଦ୍ର ମହାଲା, କୋଷାଧ୍ୟକ ପ୍ରସନ୍ନ ବିଶ୍ୱାଳ, ସାହସମ୍ପାଦକ ସେକ ସବିରୁଦ୍ଦିନ, ସାଂସ୍କୁତ୍ତିକ ସମ୍ପାଦକ ସୁରେନ୍ଦ୍ର ସାମଲ, ଉପଦେଷ୍ଟା ଭାବେ ନରେନ୍ଦ୍ର ରାଉତ, ଶିବରାମ ସାହୁ, ଦେବବ୍ରତ ଦେବତା, କାର୍ୟ୍ଯକାରୀ କମିଟିରେ ମୋହନ ଖିଲାର, ମହେଶ୍ୱର ରାଉତ, ଭାରତ ଭୂଷଣ ପଣ୍ଡା, ପ୍ରତାପ ରାଉତରାୟ, ମନୋଜ ସାହୁଙ୍କୁ ମନୋନିତ କରାଯାଇଛି l ନିର୍ବାଚନ ଅଧିକାରି ଭାବେ ଶିବାରାମ ସାହୁଙ୍କୁ ଦାୟୁତ ଦିଆଯାଇଥିଲା ଏବଂ ଶେଷରେ ସେକ ମସିର ଆଲାମ୍ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ l ତିନି ବର୍ଷ ପାଇଁ ଏହି ନୂତନ କମିଟି କାର୍ଯ୍ୟ କରିବ ବୋଲି ନିଷ୍ପତି ହୋଇଥିଲା l ସମସ୍ତ ନବ ନିର୍ବାଚିତ କର୍ମକର୍ତ୍ତାଙ୍କୁ ସଂମ୍ମାନିତ କରାଯାଇଥିଲା l