ଗୁଳିମାଡରେଆଡଭୋକେଟ ପୀତବାସପଣ୍ଡାଙ୍କମୃତ୍ଯୁ।

ଵ୍ରହ୍ମପୁର ତା୭ଅକ୍ଟୋବର, ବ୍ରହ୍ମପୁର ରବରିଷ୍ଠ ଆଡଭୋକେଟ୍ ପୀତଵାସପଣ୍ଡାଙ୍କୁ ଗୁଳିକରି ଦୁବୃର୍ତ୍ତ ମାନେ ହତ୍ୟା କରିଛନ୍ତି।ସେପାର୍କସାହି ନିଜଚେମ୍ବରରୁସ୍କୁଟି ରେଵ୍ରହ୍ମାନଗର ଫରୁଥିଵାଵେଳେତାଙ୍କବାସଭଵନସମ୍ମୁଖରେଵିଳମ୍ବିତରାତିଦଶଟାରେଦୁଇଜଣ ଦୁର୍ବୃତ ଵାଇକରେଆସିତାଙ୍କଛାତିକୂଦୁଇରାଉଣ୍ଡଗୁଳିକରି ଚମ୍ପଟ ମାରିଥିଲେ। ଘଟଣା ପରେପାଖଆଖର‌ଲୋକେତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ମାନେ ବିଜେପି ନେତା ପୀତବାସ ଙ୍କ ମୃତ୍ୟୁ ଘୋଷଣା କରିଥିଲେ। ଏହି ଘଟଣା ପରେ ସ୍ଥାନୀୟ ବିଧାୟକ କେଅନୀଲକୁମାର ମନ୍ତୀ ବିଭୂତି ଭୂଷଣ ଜେନାଓଵିଜେପିସଭାପତି ମନମୋହନସାମଲଙ୍କ ସମେତ ବହୁ ଜନସାଧାରଣ ମେଡିକାଲ ରେ ରୁଣ୍ଡ ହୋଇଥିଲେ। ଆଜିପୀତଵାସଙ୍କଶଵଵ୍ଯଵଛେଦକରିପରିଵାରଵର୍ଗଙ୍କୁ ହସ୍ତାନ୍ତର କରିଛନ୍ତିଵୈଦ୍ଯନାଥପୁରଥାନାପୁଲିସ। ପୀତବାସ ଙ୍କ ମୃତ୍ୟୁ ରେ ବ୍ରହ୍ମପୁର ସହରରେ ଶୋକ ର ଛାୟା ସଖେଳିଯାଇଛି। ସେ ଙ୍କଗ୍ରେସ ଦଳରେଥିଲେ। ଗତ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ରେ‌ସାମିଲ ହୋଇଥିଲହତ୍ଯାକାଣ୍ଡରକାରଣଅସ୍ପଷ୍ଟରହିଛିପୁଲିସତଦନ୍ତଜାରିରହିଛି । ସଚ୍ଚିଦାନନ୍ଦ ନାୟକ , ବ୍ରହ୍ମପୁର ପ୍ରତିନିଧି।

Leave a Reply

Your email address will not be published. Required fields are marked *