
ଚଣ୍ଡିଖୋଲ : ୮/୯(କ ଵ୍ୟୁ) :- ଚଣ୍ଡିଖୋଲ ଟ୍ରକ ମାଲିକ ସଂଘ ସାଧାରଣ ସମ୍ପାଦକ କ୍ରିତ୍ତିରାଜ ସ୍ଵାଇଁ ଓଡ଼ିଶା ରାଜ୍ୟ ଟ୍ରକ ମହା ସଙ୍ଘ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ଆଜି ବ୍ରହ୍ମପୁର ସ୍ଥିତ ଗଞ୍ଜାମ ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟ ଠାରେ ଆୟୋଜିତ ନିର୍ବାଚନରେ ସେ ପ୍ରତିଦ୍ବନ୍ଦୀ ଙ୍କୁ ହରାଇ ବିଜୟୀ ହୋଇଛି। ତାଙ୍କର ଏହି ସଫଳତା ରେ, ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ବଡଚଣା,ବିଧାୟକ ଅମର ନାୟକ,,ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ , କୋରେଇ ବିଧାୟକ ଆକାଶ ଦାସ ନାୟକ,ପୁର୍ବତନ ମନ୍ତ୍ରୀ ପ୍ରୀତି ରଂଜନ ଘଡେ଼ଇ,ମହାବିନାୟକ ଲଘୁ ଖଣିଜ ପରିବହନ ମାଲିକ ସଂଘ ସଭାପତି ଅଜlମ୍ବର ସାହୁ,ସମ୍ପାଦକ ଅମିତ କୁମାର ସାହୁ,ଚଣ୍ଡିଖୋଲ ଘରୋଇ ବସ ମାଲିକ ସଂଘ ସଭାପତି ଅମରେନ୍ଦ୍ର ନାୟକ,ସମ୍ପାଦକ ଦିଲ୍ଲୀପ କୁମାର ଚୌଧୁରୀ,ଚଣ୍ଡିଖୋଲ ଟ୍ରକ ମାଲିକ ସଂଘ ସଭାପତି ପୁଷ୍ପରାଜ ନାୟକ, ମାନସ ରଞ୍ଜନ ନାୟକ, ସତ୍ୟବ୍ରତ ଖଣ୍ଡାୟୀ, ସତ୍ୟଜିତ ବଳ ଉପଦେଷ୍ଟା ଚନ୍ଦନ କୁମାର ନାୟକ, ଯଶୋବନ୍ତ ଜେନା ମଣି, ନିରଞ୍ଜନ ସାମଲ, ଦେବ ରଂଜନ ସ୍ଵାଇଁ, ସନ୍ତୋଷ କୁମାର ବେହେରା, ରତିକାନ୍ତ ସ୍ଵାଇଁ, ବିଶ୍ୱଜିତ୍ ବିଶ୍ବାଳ, ଯାହିଦ୍ ଖାଁ ଉମେଶ ଚନ୍ଦ୍ର ଜେନା ପ୍ରମୁଖ କ୍ରୀର୍ତ୍ତି ରାଜ୍ ସ୍ଵାଇଁ ଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।