ଶ୍ରୀ ଗଣେଷ ଙ୍କ ପୂଜା ରେ ଦୁଲୁକୁଛି ପାରାଦୀପ ବନ୍ଦର ସହର l

ପାରାଦୀପ ୩୧/୮ପାରାଦୀପ ସହର ବନ୍ଦର ନଗରୀରେ ଶ୍ରୀ ବିଘ୍ନ ବିନାଶକ ଙ୍କ ପୂଜା ଖୁବ ଧୁମ୍ ଧାମରେ ବିଭିନ୍ନ କ୍ଲବ୍ ତରଫରୁ ପାଳନ କରାଯାଇ ଦେଖିବାକୁ ମିଳିଛି l ପାରାଦୀପି ନିକଟ ଅଠର ବାଙ୍କି ରେଲେଓ କଲୋନିରେ ମହାତ୍ମା ଗାନ୍ଧି ୟୁଥ୍ କ୍ଲବ୍ ତରଫରୁ ମହା ଆଡ଼ମ୍ବରରେ ଗଣେଶ ପୂଜା ପାଳନ କରାଯାଇ ଥିବା ବେଳେ ପାରାଦୀପ ବନ୍ଦର ନଗରୀରେ ଥିବା ଗୋପାଳ ଜିଉ କଲୋନିରେ ଥିବା ଗୋଲ୍ଡେନ ୟୁଥ୍ କ୍ଲବ୍ ତରଫରୁ ଶ୍ରୀ ଗଜାନନ ଙ୍କ ପୂଜା ଖୁବ୍ ଧୁମ୍ ଧାମରେ ରେ ପାଳନ କରାଯାଉ ଥିବା ବେଳେ ବିଭିନ୍ନ ସସ୍ନୁତ୍ରିକ କାର୍ଯ୍ୟ କ୍ରମ ଜରୀଆରେ ମେଲୋଡି ପୋଗ୍ରମ୍ କରାଯାଇ ଥିବା ଦେଖିବାକୁ ମିଳୁଛି l ଏଥି ସହ ମଧୁବନ ଅଂଚଳରେ ଥିବା ୟୁଥ୍ କ୍ଲବ୍ ତରଫରୁ ପଚିଶ ବର୍ଷ ରେ ଏହି ପୂଜା ପଦାର୍ପଣ କରିଥିବାରୁ ୟୁଥ୍ କ୍ଲବ୍ ତରଫରୁ ରୌପ୍ୟ ଜୟନ୍ତୀ ପାଳନ କରାଯାଇ ଥିବା ଦେଖିବାକୁ ମିଳୁଛି l ତୋରଣ ଓ ଠାକୁର୍ ବିଭିନ୍ନ ଡିଯାଇନି ରେ ଶ୍ରୀ ଗଣେଷ ଙ୍କ ପୂଜା କରାଯାଇ ଥିବା ବେଳେ ଅଖି ଝଲସିବା ଭଳି ତୋରଣ ମଧ୍ୟ କରାଯାଇ ଥିବା ଦେଖିବାକୁ ମିଳୁଛି l ଏଥି ସହ ପାରାଦୀପ ର ବିଭିନ୍ନ ଗଳି କନ୍ଦୀ ବୃନ୍ଦାବନ କଲୋନୀ ଠାରୁ ଆରମ୍ଭ କରି ଜଗନ୍ନାଥ୍ ମନ୍ଦିର ବଙ୍ଗାଳୀ ପଡା ସହ ନୁଆ ବଜାର ମାର୍କେଟ ମଧ୍ୟ ଶ୍ରୀ ବିଘ୍ନ ବିନାଶକ ଙ୍କ ପୂଜା ମହା ସମାରୋହରେ ପାଳନ କରାଯାଉ ଥିବା ବେଳେ ଅନୂନ୍ୟ ଦସ ପନ୍ଦର ରୁ ଅଧିକ ମେଢ଼ ତୋରଣ ଓ ଲାଇଟ୍ ସାଜ ସଜା ସହ ବିଘ୍ନ ବିନାଶକ ଙ୍କ ବିରାଟ ବିରାଟ ଠାକୁର ମୂର୍ତ୍ତି କରାଯାଇ ପୂଜା କରାଯାଉ ଥିବା ବେଳେ ଭକ୍ତ ମାନଙ୍କର ପ୍ରବଳ ଭିଡ଼ ପରିଲକ୍ଷିତ ହେଉଥିବା ଦେଖା ଯାଇଛି l ଏଥି ସହ ମଧୁବନ ଅଂଚଳରେ ମା ଦୁର୍ଗା ୟୁଥ୍ କମ୍ବlଇନିଶି କ୍ଲବ୍ ତରଫରୁ ଶ୍ରୀ ଜଗନ୍ନାଥ ଙ୍କ ପ୍ରତିମୂର୍ତ୍ତି ସହ ବିଘ୍ନ ବିନାଶକ ଗଣପତିଙ୍କ ପୂଜା ମଧ୍ୟ ମହା ସମାରୋହରେ ପାଳନ କରାଯାଉ ଥିବା ଦେଖିବାକୁ ମିଳିଛି l ଏଥି ସହ ସିବଶକ୍ତି କମ୍ବାଇନିସ ୟୁଥ୍ କ୍ଲବ୍ ତରଫରୁ ଦୀର୍ଘ ଚଉ ତିରିଶି ବର୍ଷ ଧରି ଏହି ପୂଜା ଖୁବ୍ ଜାକ ଜମକରେ କରାଜାଉ ଥିବା ବେଳେ ନୂଆ ବଜାର ସ୍ଥିତ ସମ୍ରାଟ କ୍ଲବ୍ ତରଫରୁ ଦୀର୍ଘ ଛତିଶୀ ବର୍ଷ ଧରି ଏହି ପୂଜା ଓ ତୋରଣ ଖୁବ୍ ମନମୁଗ୍ଧ କର ହୋଇଥିବା ଦେଖିବାକୁ ମିଳୁଛି l

Leave a Reply

Your email address will not be published. Required fields are marked *