
ପୁରୀ,୨୬।୮: ଶ୍ରୀକ୍ଷେତ୍ର ଅପରାଧ ମୁକ୍ତ ହେବ । ଶ୍ରୀମନ୍ଦିର ଶ୍ରୀକ୍ଷେତ୍ର ଅପରାଧ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରାଯିବ। ଏଥିରେ କୌଣସି ତ୍ରୁଟିକୁ ବରଦାସ୍ତ କରାଯିବନାହିଁ । ମହାପ୍ରଭୁଙ୍କ ଶ୍ରଦ୍ଧାଳୁ, ଭକ୍ତ ଭକ୍ତ, ଜିଲ୍ଲାବାସୀ ଏବଂ ପର୍ଯ୍ୟଟକଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯିବ ଏସ୍ପି ପ୍ରତୀକ ସିଂ ।
୦ ତାଲିକା କରିବାକୁ ପ୍ରସ୍ତୁତ ନିର୍ଦ୍ଦେଶ
ଠ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥ ବସ୍ଥା ଅନୁଧ୍ୟାନ କଲେ
ପୁରୀ ଆସି ମହାପ୍ରଭୁଙ୍କ ଆଶିଷ ନେବା ପରେ ମଙ୍ଗଳ ଳବାର କାର୍ଯ୍ୟାଳୟରେ ଦାୟିତ୍ଵ ଗ୍ରହଣ କରିଛନ୍ତି।
ସ୍ତ୍ରୀକ୍ଷେତ୍ରରେ ବେଆଇନ୍ ନିଶା କାରବାର, ଗୁଣ୍ଡାରାଜ ଓ ଦାଦାବଟି ୦ଟି ଆଦାୟ ଭଳି କାର୍ଯ୍ୟକୁ ସମ୍ପୂର୍ଣ ଭା ସମ୍ପୂର୍ଣ୍ଣ ଭାବେ ବନ୍ଦ ବୋଲି ଏସ୍ପି ଶ୍ରୀ ସିଂ ଶ୍ରୀ ସିଂ ‘ପ୍ରମେୟ’କୁ ୟ’କୁ ସୂଚନା
PURI POLICE
ଦେଇଛନ୍ତି । ବିଶେଷ କରି ଶ୍ରୀମନ୍ଦିର ସୁରକ୍ଷା, ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ଫୋକସ କରାଯିବ। ଅନେକ ସମୟରେ ଦର୍ଶନ ବ୍ୟବସ୍ଥାକୁ ନେଇ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିତରେ ଅସନ୍ତୋଷ ରହି ଆସିଛି ଛି । । ଏହାକୁ କିଭ କିଭଳି ଶୃଙ୍ଖଳିତ କରାଯିବ ସୋ ସେନେଇ ପୁଙ୍ଖାନୁପୁଙ୍ଖ ଭାବେ ଅଧି ଅଧିକାରୀମାନଙ୍କ ସହିତ ଆଲୋଚନା
କରଯାଇ ପଦକ୍ଷେପ ନିଆଯିବ। ଜିଲ୍ଲାର କେଉଁ ଥାନା ଅଞ୍ଚଳରେ ଅପରାଧୀ ସକ୍ରିୟ ରହିଛନ୍ତି ତାହାର ଏକ ତାଲିକା ପ୍ରସ୍ତୁତ କରିବାକୁ ଥାନା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯିବ। ସମ୍ପୃକ୍ତ ଅପରାଧୀ ନାମରେ କେତେ ମାମଲା ରହିଛି କେଉଁ ଭଳି ଅପରାଧରେ ସେମାନେ ଜଡ଼ିତ ଅଛନ୍ତି
ତାହାର ଏକ ବିସ୍ତୃତ ଡାଟାବେସ୍ ପ୍ରସ୍ତୁତ କରାଯିବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ। ଅ । ଅନ୍ୟପକ୍ଷରେ ଅଭିଯେ ଯୋଗକାରୀଙ୍କୁ ଭଳି ତ୍ବରି ରିତ ନ୍ୟାୟ ମିଳିପାରିବ ତାହା ଉପା ପରେ ଗୁରୁତ୍ବ ଦିଆଯିବ। ସହର ପାଟ୍ରୋଲିଂ ବ୍ୟବସ୍ଥାକୁ ସ୍ଥାକୁ କଡ଼ାକଡ଼ି କରାଯିବ। ସହରରେ କିଭଳି ଶାତି ବଜାୟ ରହି ଦିବ ସେ ନେଇ ଉଦ୍ୟମ ଜାରି ରହିବ ବୋଲି ଏସପି ଶ୍ରୀ ସିଂ କହିଛନ୍ତି। ଛତି। ପ୍ରଥମ ଦିନରେ ଏସ୍ପି ଶ୍ରୀ 2 ବୈଠକ ଲ୍ଲାର ସମସ୍ତ ଅଧିକାରୀଙ୍କ ସହ ସିଂ ଜିଲ୍ଲାର କରିଥିଲେ ଥିଲେ। ସମସ୍ତ ଥାନା ଅଧିକାରୀଙ୍କୁ ନିଜ ସ୍ଥାନା ଅଞ୍ଚଳର ଅପରାଧୀ ଓ ବେଆଇନ୍ ନ୍ ନିଶା ବେପାରିଙ୍କ ତାଲିକା ପ୍ରସ୍ତୁତ କରିବାକୁ ନିତ ଦେଇଛନ୍ତି। ସେହିଭଳି ଆଇନଶୃଖ ଉପରେ ନଜର ରଖିବାକୁ ପରାମ เกจ์ ଦେଇଛନ୍ତି। ଆଗକୁ ପାର୍ବଣ ଆସୁଥିବାରୁ ଭିଡ଼ ନିୟନ୍ତ୍ରଣ, ଯାତାୟାତ ସୁବିଧା ଓ ଚାନ୍ଦା ନାମରେ ଦାଦାବଟି ଆଦାୟ କରୁଥିବା ବ୍ୟ ବ୍ୟକ୍ତିଙ୍କ ଉପରେ ଦୃଷ୍ଟି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବସରରେ ଡିଆଇଜି ପିନାକ ମିଶ୍ରଙ୍କ ସହ ଆଲୋଚନା କରିଥିଲେ ।